Day: 19 March 2024

କଂଗ୍ରେସରୁ ଇସ୍ତଫା ଦେଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ

ନିର୍ବାଚନ ପୂର୍ବରୁ ପୁଣି ରାଜ୍ୟ କଂଗ୍ରେସକୁ ବଡ଼ ଝଟକା । ଦଳରୁ ଇସ୍ତଫା ଦେଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ। ବର୍ତ୍ତମାନ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନିଜର…

ନବୀନ ନିବାସଙ୍କୁ କୋରାପୁଟ ଓ ନବରଙ୍ଗପୁର ନେତାଙ୍କୁ ଡକରା

୨୦୨୪ ନିର୍ବାଚନ ପାଖେଇ ଆସୁଛି। ଏହି ଭିତରେ ସବୁ ଦଳ ପ୍ରସ୍ତୁତ ଅଛନ୍ତି। ଘନ ଘନ ବୈଠକ ସହ କେଉଁ ପ୍ରାର୍ଥୀ କେଉଁ ଜାଗାରୁ ଲଢ଼ିବେ ତାହା ଆଲୋଚନା କରାଯାଉଛି। ଆସନ୍ତା କାଲି କୋରାପୁଟ ଓ ନବରଙ୍ଗପୁର ବରିଷ୍ଠ ବିଜେଡ଼ି ନେତାଙ୍କୁ…

ବିଜେଡି ବିଜେପି ମେଣ୍ଟକୁ ନେଇ ନିଜ ବୟାନ ରଖିଲେ ପାଣ୍ଡିଆନ

ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ହେବ ବୋଲି ଚର୍ଚ୍ଚା ହେଉଛି।ଏସବୁ ମଧ୍ୟରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ମେଣ୍ଟକୁ ନେଇ ଦେଇଛନ୍ତି ବଡ଼ ସୂଚନା। ଜାତୀୟ ଗଣମାଧ୍ୟମ ସଂସ୍ଥା ନେଟଓ୍ବାର୍କ ୧୮ର କନକ୍ଲେଭରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌…

ବ୍ଲାକରୋଜ ମାମଲା; ସିବିଆଇର ସତ୍ୟପାଠ ଦାଖଲ

ଭୁବନେଶ୍ୱର : ବ୍ଲାକରୋଜ ଜାହାଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ ଦାବି ସଂପର୍କିତ ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି ସିବିଆଇ । ଏହି ମାମଲାର ତଦନ୍ତ ଅନୁମତି ପାଇଁ ରାଜ୍ୟ ସରକାରଙ୍କୁ ଦୁଇ ଥର ଅନୁରୋଧ କରାଯାଇଥିବା ସତ୍ତ୍ୱେ ରାଜ୍ୟ…

ଉଲିବୁରୁ ଖଣି ଦୁର୍ନୀତି ମାମଲା; ଇଡି ହାଜରରେ ଦୀପକ ଗୁପ୍ତା

ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ଇଡିରେ ତୃତୀୟ ଥର ପାଇଁ ହାଜର ହେଲେ ଦୁଇ ଭାଇ ଦୀପକ ଗୁପ୍ତା ଓ ଚମ୍ପକ ଗୁପ୍ତା । ଖଣି ଦୁର୍ନୀତି ମାମଲାରେ ଦୀପକ ଓ ତାଙ୍କ ସାନ ଭାଇ ଚାମ୍ପକଙ୍କୁ ଘନ ଘନ ଜେରା…

ସରିଲା ବିଜେପି କୋର୍ କମିଟି ବୈଠକ: ଆଜି ଫୋକସରେ ଓଡ଼ିଶା

ନୂଆଦିଲ୍ଲୀ: ଓଡିଶା ସମେତ ୮ଟି ରାଜ୍ୟରେ ଲୋକସଭା ପ୍ରାର୍ଥୀ ଚୟନ ପାଇଁ ବିଜେପିର କସରତ। ସୋମବାର ବିଳମ୍ବିତ ରାତିରେ ସରିଲା ଦଳର କୋର କମିଟି ବୈଠକ। ଆଜି (ମଙ୍ଗଳବାର) ପୁଣି ଓଡିଶା ସମ୍ପର୍କରେ ହେବ ବିସ୍ତୃତ ଆଲୋଚନା। ଦିଲ୍ଲୀ ସ୍ଥିତ ବିଜେପି…