Day: 3 March 2024

ମୋଦୀ ଗ୍ୟାରେଣ୍ଟି ଅଭିଯାନର ଶୁଭାରମ୍ଭ କଲା ବିଜେପି

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ ପାର୍ଟିର ସଂକଳ୍ପ ପତ୍ର ପାଇଁ ମତାମତ ସଂଗ୍ରହର ଶୁଭାରମ୍ଭ ଶୁଭାରମ୍ଭ କରିଛନ୍ତି । ଆଗାମୀ ନିର୍ବାଚନ ଇସ୍ତାହାରରେ କ’ଣ ରହିବ ସେ ନେଇ ଜନମତ ସଂଗ୍ରହ କରିବ ବିଜେପି ।…

ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ:୯ ଜଣଙ୍କୁ ଅଟକ ରଖିଲା ସିଂହଦ୍ବାର ପୁଲିସ

ପୁରୀ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରିଥିବା ନେଇ ରବିବାର ସୂଚନା ମିଳିଛି। ୯ ଜଣଙ୍କ ମଧ୍ୟରୁ ଜଣେ ହିନ୍ଦୁ ଓ ୫ ଜଣ ଅଣହିନ୍ଦୁ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଅନ୍ୟ ୩ଜଣ ବାହାରେ ଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ପ୍ରବେଶ କରିଥିବା ୬ଜଣଙ୍କୁ…

ବିଜେପିରେ ଯୋଗଦେଲେ ଅରବିନ୍ଦ ଢାଲି, ମୁକୁନ୍ଦ ସୋଡ଼ି

ଜୟଦେବ ନିର୍ବାଚନମଣ୍ଡଳୀର ବର୍ତ୍ତମାନର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି ନିଜ ସମର୍ଥକଙ୍କ ସହ ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି) ଯୋଗ ଦେଇଛନ୍ତି । ସେ ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ । ଅରବିନ୍ଦ ଢାଲି…