Day: 30 March 2024

ଜଟଣୀରୁ ସ୍ୱାଧୀନ ଭାବେ ଲଢିବେ ସୁର ରାଉତରାୟଙ୍କ ବଡ ପୁଅ ସିଦ୍ଧାର୍ଥ

ନିମାପଡ଼ା ନୁହେଁ, ଜଟଣୀ । ସାନଭାଇ ମନ୍ମଥ ବିଜେଡିରେ ଯୋଗ ଦେଇ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହେବା ପରେ, ବଡ଼ଭାଇ ସିଦ୍ଧାର୍ଥ ନିମାପଡ଼ା ଆଶା ଛାଡ଼ି ବାପା ସୁର ରାଉତରାୟଙ୍କ ପାରମ୍ପରିକ ଆସନ ଜଟଣୀରୁ ସ୍ୱାଧୀନ ଭାବେ ଲଢ଼ିବେ ବୋଲି…

ଓଡ଼ିଶା ପାଇଁ ଆଉ ୩ଟି ଲୋକସଭା ପ୍ରାର୍ଥୀ ଘୋଷଣା କଲା ବିଜେପି

ଓଡ଼ିଶାରେ ବାକି ଥିବା ୩ଟି ଲୋକସଭା ଆସନ ପାଇଁ ଆଜି ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଛଅ ଥରର ସାଂସଦ ଭର୍ତ୍ତୃହରି ମହତାବ କଟକରୁ ବିଜେପିର ପ୍ରାର୍ଥୀ ହେବେ । ଯାଜପୁର ପାଇଁ ପ୍ରାର୍ଥୀ ହେଲେ ଡାଃ ରବୀନ୍ଦ୍ର ନାରାୟଣ…

ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ

ବଢ଼ୁଥିବା ଖରାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସାରା ରାଜ୍ୟରେ ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ ଘୋଷଣା କରିଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୭ଟାରୁ ପୁର୍ବାହ୍ନ ୧୧:୩୦ ଯାଏଁ ସ୍କୁଲ…

ମିଛ ଆଉ ଗୁଜବକୁ ଘୃଣା କରୁଥିବା ମୁଖ୍ୟମନ୍ତ୍ରୀ ନିଜେ ବଡ଼ ମିଛୁଆ ଓ ଗୁଜବକାରୀ: ଦେବାଶିଷ ନାୟକ

‘ଓଡିଶାରେ ସର୍ବାଧିକ ବେରୋଜଗାରୀ ବା ବେକାର ଯୁବକ । ନା ନିଯୁକ୍ତି ଅଛି ନା ନିଯୁକ୍ତି ପାଇଁ ତାଲିମ ବ୍ୟବସ୍ଥା ଅଛି । ମୁଖ୍ୟମନ୍ତ୍ରୀ ଭାବେ ଦାୟୀତ୍ୱ ନେବା ସମୟରେ ଓଡିଶାର ସ୍ଥିତି ଯାହା ଥିଲା, ୨୪ ବର୍ଷର ଶାସନ ପରେ…

ବିଜେଡିକୁ ଅଲବିଦା କହିଲେ ଦୁଇ ଅଭିନେତା ଆକାଶ ଓ ଅନୁଭବ

ଅରିନ୍ଦମ ଓ ସିଦ୍ଧାନ୍ତଙ୍କ ପରେ ବିଜେଡି ଛାଡ଼ିଲେ ଦୁଇ ଓ ଅଭିନେତା – ଅନୁଭବ ଓ ଆକାଶ । ପୂର୍ବତନ କୋରେଇ ବିଧାୟକ ଆକାଶ ଦାସ ନାୟକ ଓ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି…

ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ ପ୍ରିୟଦର୍ଶୀ ମିଶ୍ର

ଶାସକ ବିଜୁ ଜନତା ଦଳକୁ ଲାଗିଛି ଏକ ଶକ୍ତ ଝଟକା । ପୂର୍ବତନ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ପୂର୍ବତନ କୋରେଇ ବିଧାୟକ ଆକାଶ ଦାସ ନାୟକ ଆଜି ଦଳ ପରିତ୍ୟାଗ କରିଛନ୍ତି । ପ୍ରିୟଦର୍ଶୀ ମିଶ୍ର ଆଜି…