ଓଡ଼ିଶାରେ ବାକି ଥିବା ୩ଟି ଲୋକସଭା ଆସନ ପାଇଁ ଆଜି ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଛଅ ଥରର ସାଂସଦ ଭର୍ତ୍ତୃହରି ମହତାବ କଟକରୁ ବିଜେପିର ପ୍ରାର୍ଥୀ ହେବେ ।

ଯାଜପୁର ପାଇଁ ପ୍ରାର୍ଥୀ ହେଲେ ଡାଃ ରବୀନ୍ଦ୍ର ନାରାୟଣ ବେହେରା । ସେହିପରି କନ୍ଧମାଳରୁ ପ୍ରାର୍ଥୀ ହେଲେ ଆରଏସଏସ ପ୍ରଚାରକ ପୂର୍ବତନ ସୁକାନ୍ତ କୁମାର ପାଣିଗ୍ରାହୀ ।

ପୂର୍ବରୁ ବିଜେପି ଓଡ଼ିଶାର ୧୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ।

By Nirvay

Leave a Reply

Your email address will not be published. Required fields are marked *