ତାଜା ଖବର ରାଜ୍ୟ Kartik Purnima 2026: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା November 24, 2026 Papirani ପବିତ୍ର ଧର୍ମମାସ କାର୍ତ୍ତିକର ଶେଷ ଦିନ ତଥା କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସମଗ୍ର ଓଡ଼ିଶା ଉତ୍ସବମୁଖର ହୋଇଉଠିଛି। ପ୍ରତ୍ୟୁଷରୁ ବିଭିନ୍ନ ନଦୀ, ପୋଖରୀ ଓ ଜଳାଶୟରେ ଶ୍ରଦ୍ଧାଳୁମାନେ “ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର,…