ବଢ଼ୁଥିବା ଖରାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସାରା ରାଜ୍ୟରେ ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ ଘୋଷଣା କରିଛି ।

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୭ଟାରୁ ପୁର୍ବାହ୍ନ ୧୧:୩୦ ଯାଏଁ ସ୍କୁଲ ଚାଲିବ ।

ଏହି ନିର୍ଦ୍ଦେଶ ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟ ପାଇଁ ଲାଗୁ ହେବ ।

By Nirvay

Leave a Reply

Your email address will not be published. Required fields are marked *