ତାଜା ଖବର ରାଜ୍ୟ Kataka Bali Jatra tragedy: କଟକ ବାଲିଯାତ୍ରାରେ ଅଘଟଣ, ଦୋଳିରୁ ଖସି ଯୁବକଙ୍କ ମୃତ୍ୟୁ November 27, 2026 Papirani ଐତିହାସିକ କଟକ ବାଲିଯାତ୍ରାର ତୃତୀୟ ସନ୍ଧ୍ୟାରେ ଏକ ଅତ୍ୟନ୍ତ ଦୁଃଖଦ ଓ ମର୍ମନ୍ତୁଦ ଘଟଣା ଘଟିଛି। ଗୁରୁବାର ରାତିରେ ତଳ ପଡ଼ିଆରେ ଲାଗିଥିବା ଏକ ବଡ଼ ଦୋଳିରୁ ଖସି ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କଟକ ଇନ୍…