Day: 9 March 2024

ମିଶନ ଶକ୍ତି ଷ୍ଟାଫଙ୍କ ପ୍ରୋତ୍ସାହନ ରାଶିରେ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି ବିଷୟ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଘୋଷଣା କରିଛନ୍ତି । ସରକାରଙ୍କ ଏହି ପ୍ରୋତ୍ସାହନ ଅର୍ଥରାଶି ବୃଦ୍ଧି ଯୋଗୁଁ ମିଶନ ଶକ୍ତିର ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ…

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ପ୍ରତିନିଧିମଣ୍ଡଳୀ

ଭୁବନେଶ୍ୱର : ଆଗକୁ ଲୋକସଭା ଓ ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ ସରକାରୀ ଦଳ କଳ ବଳର ଅପପ୍ରୟୋଗ କରି ନିର୍ବାଚନ ଜିତିବାକୁ ଚାହୁଁଛି । ପୋଲିସ ପ୍ରଶାସନ, ସାମ୍ବିଧାନିକ ବିଧିବ୍ୟବସ୍ଥା ଏବଂ ଅନୁଷ୍ଠାନମାନଙ୍କୁ ବ୍ୟବହାର କରିି ଜନମତକୁ ବିଭ୍ରାନ୍ତ…

ଖଣି ଦୁର୍ନୀତି ମାମଲାରେ ଆଜି ଅନେକ ସ୍ଥାନରେ ଇଡି ଚଢ଼ାଉ

ଆଜି ଇଡି ଭୁବନେଶ୍ୱର, ବର୍ବିଲ, ରାଉରକେଲା ଏବଂ କୋଲକାତାର ୧୨ ଟି ସ୍ଥାନରେ ଏମ / ଦୀପକ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ, ଏମ / ସ୍ନେହାପସଫ ମାର୍କେଟିଂ (ପି) ଲିମିଟେଡ, ଏହାର ନିର୍ଦ୍ଦେଶକ ଏବଂ ଜୋଡା, ଜିଲ୍ଲା କେଉଁଝର, ଓଡିଶାରେ…

ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କଲେ ବିଜୟପାଲ ସିଂ ତୋମର

ଭୁବନେଶ୍ୱର: ବିଜେପି-ବିଜେଡ଼ି ମେଣ୍ଟକୁ ନେଇ ଚର୍ଚ୍ଚା ମଧ୍ୟରେ ଆସୁଛି ଖବର । ମେଣ୍ଟକୁ ନେଇ ବିଜେପି ପକ୍ଷରୁ ଆସୁଛି ଭିନ୍ନ ମତ । ଆଜି ପୁଣି ମନମୋହନଙ୍କ କଥା ଦୋହରାଇଛନ୍ତି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ୍‌ ସିଂ ତୋମାର ।ମେଣ୍ଟ…

ବିଜେଡିକୁ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବିଜେଡି ବିଜେପି ମେଣ୍ଟକୁ ନେଇ ଖୋଲା ଚ୍ୟାଲେଞ୍ଜ କରି ଏମିତି କିଛି କହିଛନ୍ତି ବିଜେପି ବିଧାୟକ ପ୍ରଦୀପ ପାଣିଗ୍ରାହୀ।ସେ କହିଛନ୍ତି କି ଦମ୍‌ ଅଛି ତ ଏକା ଲଢ଼ି ପାରିବ କି ବିଜେଡି? ସେ ପ୍ରଧାମନ୍ତ୍ରୀ ମୋଦୀଙ୍କ ଚଣ୍ଡିଖୋଲ ଗସ୍ତ ଉପରେ…

ବିଜେଡି ମେଣ୍ଟ ପାଇଁ ଆଗ୍ରହୀ; ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବେ: ନୃସିଂହ ସାହୁ

ଭୁବନେଶ୍ୱର: ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବ ନା ନାହିଁ? ସେନେଇ ସସ୍‌ପେନ୍ସ ଜାରି ରହିଛି। ଯଦି ମେଣ୍ଟ ହୁଏ ତେବେ କିଏ ଆସନ ପାଇବ। ଗତ କିଛିଦିନ ଧରି ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ବିଜେପି…

ପୁରୀ ଶ୍ରୀମନ୍ଦିରରେ ଅଘଟଣ, ମନ୍ଦିରରୁ ଖସିଲା ପଥର

ଶ୍ରୀମନ୍ଦିରରୁ ଖସିଛି ପଥର। ଶ୍ରୀମନ୍ଦିର ଭିତରେ ଥିବା ଏକାଦଶୀ ମନ୍ଦିରର ଉପର ଭାଗରୁ ପଥର ଖସିଥିବା ନେଇ ସୂଚନା ମିଳିଛି। ତେବେ ମନ୍ଦିରରୁ ପଥର ଖସିଥିଲେ ମଧ୍ୟ ଏଥିରେ କାହାର କିଛି ବି କ୍ଷତି ଘଟିନି। କେହି ବି ସେବାୟତ କିମ୍ବା…

ମେଣ୍ଟକୁ ସାମଲଙ୍କ ନା, କିନ୍ତୁ ଚର୍ଚ୍ଚା ଜାରି

ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବ ନା ନାହିଁ? ମେଣ୍ଟ ହେଲେ ଆସନ ଭାଗବଣ୍ଟା ସୂତ୍ର କଣ ହୋଇପାରେ? ଗତ ଦୁଇଦିନ ଧରି ଏଭଳି କିଛି ପ୍ରଶ୍ନକୁ ନେଇ ଭୁବନେଶ୍ବରରୁ ଦିଲ୍ଲୀ ପଡ଼ୁଛି ଉଠୁଛି। କିଛି ନେତା, ତଥାକଥିତ ରାଜନୈତିକ…

କାମିୟା ଜାନିଙ୍କୁ ଟ୍ରାଭେଲ କ୍ରିଏଟର ଆୱାର୍ଡ ପ୍ରଦାନ କଲେ ମୋଦୀ

ନୂଆଦିଲ୍ଲୀ: ଭାରତ ମଣ୍ଡପମରେ ପ୍ରଥମ ନ୍ୟାସନାଲ କ୍ରିଏଟର ଆୱାର୍ଡ ପ୍ରଦାନ କରାଯାଇଛି। ୨୦ଟି ବିଭାଗରେ ୨୩ଜଣଙ୍କୁ ପୁରସ୍କାର କରିଛନ୍ତି ପ୍ରଧାନମନ୍ତ୍ରୀ। କଥାବାଚକ ଜୟାକିଶୋରୀ, ୟୁଟ୍ୟୁବର କାମିୟା ଜାନି, ୟୁଟ୍ୟୁବର ରଣଧୀର ଆହ୍ଲାବାଦିଆ, କଣ୍ଠଶିଳ୍ପୀ ମେଥିଲୀ ଠାକୁରଙ୍କ ସମେତ ଅନ୍ୟମାନଙ୍କୁ ପୁରସ୍କୃତ କରାଯାଇଥିଲା।…

ବିଜେଡି ଛାଡିଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା

ଭୁବନେଶ୍ୱର: ନିର୍ବାଚନ ଯେତେ ପାଖେଇ ଆସିଛି ବିଭିନ୍ନ ରାଜନୈତିକ ଦଳରୁ ନୂଆ ନୂଆ ଖବରମାନ ସାମ୍ନାକୁ ଆସିବାରେ ଲାଗିଛି । ଏବେ ବାଲେଶ୍ୱରରେ ବିଜେଡିରୁ ଏକ ଖବର ସାମ୍ନାକୁ ଆସିଛି । ଏଠାରେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା ବିଜେଡିରୁ…