୨୦୨୪ ନିର୍ବାଚନ ପାଖେଇ ଆସୁଛି। ଏହି ଭିତରେ ସବୁ ଦଳ ପ୍ରସ୍ତୁତ ଅଛନ୍ତି। ଘନ ଘନ ବୈଠକ ସହ କେଉଁ ପ୍ରାର୍ଥୀ କେଉଁ ଜାଗାରୁ ଲଢ଼ିବେ ତାହା ଆଲୋଚନା କରାଯାଉଛି। ଆସନ୍ତା କାଲି କୋରାପୁଟ ଓ ନବରଙ୍ଗପୁର ବରିଷ୍ଠ ବିଜେଡ଼ି ନେତାଙ୍କୁ ନବୀନ ନିବାସ ଡକରା ଯାଇଛି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କାଲି ଦିନ ୧୧.୩୦ରେ କୋରାପୁଟ ନେତାଙ୍କ ସହ ବୈଠକ କରିବେ ଏବଂ ୪.୩୦ରେ ନବରଙ୍ଗପୁର ନେତା ମାନଙ୍କ ସହ ଆଲୋଚନା କରିବେ। ଏହି ବୈଠକରେ ସାଧାରଣ ନିର୍ବାଚନକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହେବାର ସୂଚନା ମିଳିଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *