Tag: Naveen Niwas

BJD Political Affairs Committee to Meet: ଅପରାହ୍ନରେ ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଆଜି ଅପରାହ୍ନ ୪ଟାରେ ନବୀନ ନିବାସରେ ବିଜୁ ଜନତା ଦଳ (ବିଜେଡି)ର ରାଜନୈତିକ ବ୍ୟାପାର କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ରାଜ୍ୟର କେତେକ ପ୍ରମୁଖ ତଥା ସାମ୍ପ୍ରତିକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ଓ…

BJD Meeting At Naveen Niwas: ନବୀନ ନିବାସରେ ବିଜେଡି ନେତାମାନଙ୍କ ବଡ଼ ବୈଠକ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନବୀନ ନିବାସରେ ଦଳର ବରିଷ୍ଠ ନେତାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ ଏବଂ ପ୍ରତାପ ଦେବଙ୍କ ସମେତ ଶୀର୍ଷ ରାଜନୈତିକ ନେତାମାନେ ମାନସ ମନ୍ଥନ ଅଧିବେଶନରେ ଯୋଗଦେବା…

Naveen Niwas Road Blockade Case: ‘ନବୀନ ନିବାସ’ ସାମ୍ନାରେ ହଟିବ ବ୍ୟାରିକେଡ୍‌ !

ଭୁବନେଶ୍ୱରସ୍ଥିତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ‘ନବୀନ ନିବାସ’ ସାମ୍ନାରେ ହଟିବ ସୁରକ୍ଷା ବ୍ୟାରିକେଡ୍‌ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ସହିତ ଜଡିତ ସାର୍ବଜନୀନ ରାସ୍ତା ଜବରଦଖଲ ଅଭିଯୋଗର ସମାଧାନରେ ବିଳମ୍ବ ନେଇ ଓଡ଼ିଶା ହାଇକୋର୍ଟ ତୀବ୍ର…

BJD Leaders at Naveen Niwas: ପ୍ରମିଳାଙ୍କ ଘରେ ନେତାଙ୍କ ମେଳି ପରେ ବରିଷ୍ଠ ନେତାଙ୍କୁ ନବୀନ ନିବାସରୁ ଆସିଲା ଡାକରା

ବିଜେଡିରେ ବଡ଼ ହଲଚଲ । ବାରମ୍ଵାର ବସୁଛି ବିଜେଡି ନେତାଙ୍କ ମେଳି। ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଘରେ ବସିଲା ବୈଠକ। ଆଜି ପୁଣିଥରେ ବରିଷ୍ଠ ବିଜେଡି ନେତା ପ୍ରମିଳା ମଲ୍ଲିକଙ୍କ ଭୁବନେଶ୍ବର ବାସଭବନରେ ବସିଛି ଯାଜପୁର ନେତାଙ୍କ ବୈଠକ।…

Nuapada Byelection: ନୂଆପଡା ଉପନିର୍ବାଚନ; ୩ ଆଶାୟୀଙ୍କୁ ନବୀନ ନିବାସକୁ ଡାକରା

ନୂଆପଡା ଉପନିର୍ବାଚନ ପାଇଁ ନବୀନ ନିବାସରେ ବିଜେଡିର ପ୍ରାର୍ଥୀ କସରତ ଚାଲିଛି। ବିଜେଡି ପ୍ରାର୍ଥୀଙ୍କୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ୩ ଆଶାୟୀଙ୍କୁ ନବୀନ ନିବାସ ଡକରା ହୋଇଛି । ସିଧାସଳଖ ନବୀନଙ୍କୁ ଭେଟି ଆଲୋଚନା କରିବେ ୩ ଆଶାୟୀ…

ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପାଟି

ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପାଟି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ନବୀନ ନିବାସରେ ପହଞ୍ଚିଲେ ରାଜ୍ୟପାଳ। ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ନେଇ ପଚାରି ବୁଝିଲେ ରାଜ୍ୟପାଳ…

ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନ ନିବାସ ଠାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଆଜି ସାକ୍ଷାତ କରି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଡିହାଇଡ୍ରେସନ୍ ସମ୍ବନ୍ଧୀୟ ଚିକିତ୍ସା ପରେ ନବୀନ ପଟ୍ଟନାୟକ ଡାକ୍ତରଖାନାରୁ ସିଡଚାର୍ଜ ହେବା ପରେ ମୁଖ୍ୟମନ୍ତ୍ରୀ…

ନବୀନ ନିବାସରେ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଆଲୋଚନା

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ହସ୍ପିଟାଲରୁ ଡିସଚାର୍ଜ ହୋଇ ଫେରିବା ପରେ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ନବୀନ ନିବାସରେ ପହଞ୍ଚିଛନ୍ତି ବଡ଼ଭାଇ ପ୍ରେମ ପଟ୍ଟନାୟକ । ତେବେ ଆଜି ନବୀନ ନିବାସରେ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ…

ନବୀନ ନିବାସରେ ପାଳନ କରାଗଲା ରକ୍ଷା ବନ୍ଧନ; ନବୀନଙ୍କ ହାତରେ ବାନ୍ଧିଲେ କୁନି କୁନି ଝିଅମାନେ ରାକ୍ଷୀ

ଛୋଟ ଛୋଟ ସ୍କୁଲ ପିଲା ନବୀନଙ୍କ ହାତରେ ବାନ୍ଧିଲେ ରାକ୍ଷୀ ରକ୍ଷା ବନ୍ଧନ ଅବସରରେ ଆଜି ବିଭିନ୍ନ ଅନୁଷ୍ଠାନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ମାନେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ରାଖୀ…

ନବୀନ ନିବାସରେ ଓଡ଼ିଆ ଚଳଚିତ୍ର ‘ଦମନ’ ଟିମ୍

ମେଲେରିଆ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଜାତୀୟ ପୁରସ୍କାର ଲାଭ କରିଥିବା ଦମନ ଫିଲ୍ମର କଳାକାର ତଥା ନିର୍ଦ୍ଦେଶକ ଆଜି ନବୀନ ନିବାସଠାରେ ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ କାମନା କରିଥିଲେ…