Tag: Naveen Niwas

ବୈଠକରେ ଦଳୀୟ ନେତାଙ୍କ ମନୋବଳ ବଢ଼ାଇଲେ ନବୀନ କିନ୍ତୁ ଅନୁପସ୍ଥିତ ଥିଲେ ପାଣ୍ଡିଆନ

ଆଜି ମୁଖ୍ୟମନ୍ତ୍ରୀ ପଦରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଇସ୍ତଫା ଦେବାପରେ ସନ୍ଧ୍ୟାରେ ନବୀନ ନିବାସରେ ତାଙ୍କୁ ଦଳର ନବନିର୍ବାଚିତ ବିଧାୟକମାନେ ସାକ୍ଷାତ କରିଛନ୍ତି । ନେତାମାନେ ଭେଟି ନିର୍ବାଚନରେ ପରାଜୟର କାରଣ ବିଷୟରେ ତର୍ଜମା କରିବାକୁ ନବୀନ ନିବାସରେ ପହଞ୍ଚିଥିଲେ।…

ନବୀନ ନିବାସରେ ବାବୁସାନ

ନବୀନ ନିବାସରେ ଅଭିନେତା ବାବୁସାନ ମହାନ୍ତି।ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷଙ୍କୁ ଭେଟିଲେ ବାବୁସାନ। ସୂଚନା ଅନୁଯାୟୀ, ଅଭିନେତା ଅମ୍ଲାନ ଦାସ, ସ୍ବରାଜ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହା ବ୍ୟତୀତ ଅଭିନେତ୍ରୀ ଭୂମିକା, ସୁପ୍ରିୟା ମଧ୍ୟ ନବୀନ ନିବାସରେ ଭେଟିଛନ୍ତି। ଏହି…

ନବୀନ ନିବାସରେ ଟିକେଟ କସରତ

ନବୀନ ନିବାସରେ ଟିକଟ ପାଇଁ ଚାଲିଛି କସରତ। ଆଜି ଭୁବନେଶ୍ୱର, କନ୍ଧମାଳ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ବୈଠକ ହୋଇଛି। ବୈଠକରେ ଭୁବନେଶ୍ୱର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର ଓ ଗଂଜାମର ପର୍ଯ୍ୟବେକ୍ଷକ ପ୍ରଦୀପ ଅମାତ ସାମିଲ ହେବେ।ବ୍ରହ୍ମପୁର ସଂସଦୀୟ କ୍ଷେତ୍ର…

ନବୀନ ନିବାସଙ୍କୁ କୋରାପୁଟ ଓ ନବରଙ୍ଗପୁର ନେତାଙ୍କୁ ଡକରା

୨୦୨୪ ନିର୍ବାଚନ ପାଖେଇ ଆସୁଛି। ଏହି ଭିତରେ ସବୁ ଦଳ ପ୍ରସ୍ତୁତ ଅଛନ୍ତି। ଘନ ଘନ ବୈଠକ ସହ କେଉଁ ପ୍ରାର୍ଥୀ କେଉଁ ଜାଗାରୁ ଲଢ଼ିବେ ତାହା ଆଲୋଚନା କରାଯାଉଛି। ଆସନ୍ତା କାଲି କୋରାପୁଟ ଓ ନବରଙ୍ଗପୁର ବରିଷ୍ଠ ବିଜେଡ଼ି ନେତାଙ୍କୁ…

ନବୀନ ନିବାସଙ୍କୁ କେନ୍ଦ୍ରାପଡ଼ା ନେତାଙ୍କ ଡକରା

୨୦୨୪ ନିର୍ବାଚନ ପାଖେଇ ଆସୁଛି। ଏହି ଭିତରେ ସବୁ ଦଳ ପ୍ରସ୍ତୁତ ଅଛନ୍ତି। ଘନ ଘନ ବୈଠକ ସହ କେଉଁ ପାର୍ଥି କେଉଁ ଜାଗାରୁ ଲଢ଼ିବେ ତାହା ଆଲୋଚନା କରାଯାଉଛି। ଆଜି ବରିଷ୍ଠ ବିଜେଡ଼ି ନେତାଙ୍କୁ ନବୀନ ନିବାସ ଡକରା ଯାଇଥିଲା।…

ପୁରୀ ଲୋକ ସଭା କ୍ଷେତ୍ରର ନେତାଙ୍କୁ ନବୀନ ନିବାସ ଡାକରା

ଆଜିଠୁ ବିଜେଡି ଶିବିରରେ ଟିକେଟ କସରତ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି। ଯାହାକୁ ନେଇ କିଛି ନେତାଙ୍କୁ ଆଜି ନବୀନ ନିବାସ ଡାକରା ହୋଇଛି। ସୂଚନା ଅନୁଯାୟୀ, ପୁରୀ ସଂସଦୀୟ କ୍ଷେତ୍ର ନେତାଙ୍କୁ ନବୀନ ନିବାସ ଡାକରା ହୋଇଛି। ତେବେ ଜିଲ୍ଲା…

ନବୀନ ନିବାସରେ ବୈଠକ; ମେଣ୍ଟ ବିଷୟରେ ଆଲୋଚନା ହେଲାନି

ଭୁବନେଶ୍ବର: ନବୀନ ନିବାସରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିଲା ବୈଠକ। ଏଥିରେ ଦଳର ସମସ୍ତ ଜିଲ୍ଲା ପର୍ଯ୍ୟବେକ୍ଷକ ଓ କୋର କମିଟି ସଦସ୍ଯ ସାମିଲ ହୋଇଛନ୍ତି। ବୈଠକର ପ୍ରତି ବୁଥ, ବ୍ଲକ ଓ ଜିଲ୍ଲାୱାରୀ…

ନବୀନ ନିବାସରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର: ନବୀନ ନିବାସରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ। ଏଥିରେ ଦଳର ସମସ୍ତ ଜିଲ୍ଲା ପର୍ଯ୍ୟବେକ୍ଷକ ଓ କୋର କମିଟି ସଦସ୍ଯ ସାମିଲ ହୋଇଛନ୍ତି। ନବୀନ ନିବାସରେ ପହଞ୍ଚିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ…

ରାଜମହଲରେ ପୋଲିସ ଓ ଛାତ୍ର କଂଗ୍ରେସ ମୁହାଁ ମୁହିଁ

ଭୁବନେଶ୍ବର: ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ପୁଲିସ-ଯୁବ କଂଗ୍ରେସ କର୍ମୀ ଧସ୍ତାଧସ୍ତି ହୋଇଛି। ଯୁବ କଂଗ୍ରେସ କର୍ମୀମାନେ ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାରିଛନ୍ତି। ବେକାରୀ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ବିକ୍ଷୋଭ କରିବା ସହ…