ଭୁବନେଶ୍ବର: ନବୀନ ନିବାସରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିଲା ବୈଠକ। ଏଥିରେ ଦଳର ସମସ୍ତ ଜିଲ୍ଲା ପର୍ଯ୍ୟବେକ୍ଷକ ଓ କୋର କମିଟି ସଦସ୍ଯ ସାମିଲ ହୋଇଛନ୍ତି। ବୈଠକର ପ୍ରତି ବୁଥ, ବ୍ଲକ ଓ ଜିଲ୍ଲାୱାରୀ ସ୍ଥିତି ଆଲୋଚନା ହୋଇଛି।

ସୂଚନା ଅନୁଯାୟୀ ମେଣ୍ଟ ସଂପର୍କରେ କିଛି କହିଲେନି ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ର।

୩୦ରୁ ଅଧିକ ବିଜେଡି ନେତା ବୈଠକରେ ସାମିଲ ହୋଇଥିଲେ ଏବଂ ଅଢ଼େଇ ଘଣ୍ଟା ଧରି ଜାରି ରହିଥିଲା ବୈଠକ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *