ଇଲେକ୍ଟୋରାଲ୍ ବଣ୍ଡ୍‌ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । କାଲି ସୁଦ୍ଧା ତଥ୍ୟ ଦେବାକୁ ଏସ୍‌ବିଆଇକୁ ନିଦ୍ଦେର୍ଶ ଦେଲେ କୋର୍ଟ । ଏସ୍‌ବିଆଇର ଅବଧି ବୃଦ୍ଧି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ ।

୨୦୧୮ରୁ ଏ ପର୍ଯ୍ୟନ୍ତ ସମସ୍ତ ବଣ୍ଡର ହିସାବ election commision of india ଙ୍କ ପାଖରେ ତିନି ସପ୍ତାହ ମଧ୍ୟରେ ଦାଖଲ କରିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।
୨୦୧୭ ରୁ ଏହି ଯୋଜନା ଆରମ୍ଭ ହୋଇଥିଲା । କିନ୍ତୁ ୨୦୧୮ ରେ କାର୍ଯ୍ୟକାରୀ ହୋଇଥିଲା ।

ଏହି ବଣ୍ଡ୍ ମାଧ୍ୟମରେ ବ୍ୟକ୍ତି ରାଜନୈତିକ ଦଳକୁ ସହଯୋଗ କରିଥିଲେ । କିନ୍ତୁ ଏହାର କୌଣସି ପ୍ରକାର ପରିଚୟ ଜଣା ପଡୁନଥିଲା କିଏ ଅର୍ଥ ଦେଇଛି । କେତେ ଦେଉଛି । ନାମ ଓ ଠିକଣା କିଛି ବି ଜଣା ପଡୁନଥିଲା । ଯାହାକି RTI act 19,(1)କ ର ନିୟମ ଉଲଘଂନ କରୁଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *