ଭୁବନେଶ୍ବର : ଅର୍ଥତତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲା ସାମ୍ନାକୁ ଆସିଲା। ପୁଣି ଆକ୍ସନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଭୁବନେଶ୍ୱର ସମେତ ରାଜ୍ୟର ୫ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚାଲିଛି ଚଢାଉ । ଭୁବନେଶ୍ୱରର ଏକ ଖବର କାଗଜ ମାଲିକଙ୍କ କାର୍ଯ୍ୟାଳୟ ସମେତ ୩ଟି ସ୍ଥାନରେ ଚଢାଉ ରେଡ୍ ।

ଖବର ଅନୁଯାୟୀ, ଭୁବନେଶ୍ୱର ସମେତ ରାଜ୍ୟର ୫ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚାଲିଛି ଚଢାଉ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ କେଉଁ ସ୍ଥାନରେ ଏବଂ କାହା କାହା ଘରେ ଚଢାଉ ଚାଲିଛି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ଜଣେ ଖବର କାଗଜ ମାଲିକଙ୍କ କାର୍ଯ୍ୟାଳୟରେ ଚଢାଉ ଚାଲିଥିବା ସୂଚନା ମିଳିଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *