ନିର୍ଭୟ: ପୂର୍ବତନ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ବ ଦେଲା ଏଆଇସିସି। ରାଜ୍ୟ କଂଗ୍ରେସ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତି ପାଇଲେ ପ୍ରସାଦ ।

ମିଡିଆ ସହ ସମନ୍ବୟ, ୱାର୍‌ ରୁମ୍‌ ପରିଚାଳନା ସହ ପ୍ରଗମନ, ରାଜନୈତିକ କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ ବୁଝାବୁଝି କରିବେ ପ୍ରସାଦ ହରିଚନ୍ଦନ

By Nirvay

Leave a Reply

Your email address will not be published. Required fields are marked *