କେନ୍ଦ୍ର ନିର୍ବାଚନ କମିଟି ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି ବି ଦିଲ୍ଲୀ ଗଲେ । ଓଡ଼ିଶା ପାଇଁ କିଛି ଲୋକସଭା ପ୍ରାର୍ଥୀଙ୍କ ନାମ ଆଜି ଚୂଡାନ୍ତ ହୋଇପାରେ । ଏକାକୀ ଲଢେଇ ନେଇ ରାଜ୍ୟ ସଭାପତିଙ୍କ ପ୍ରତିକ୍ରିୟା ।

ସେ କହିଛନ୍ତି କି କର୍ମୀ ସମସ୍ତେ କାମରେ ଲାଗିଲେଣି । ସବୁ ଜାଗା ପାଇଁ ସମସ୍ତେ କ୍ରିଷ୍ଟାଲ କ୍ଲିୟର ଅଛନ୍ତି । ଉତ୍ସାହ ଉଦ୍ଦୀପନା ୧୦ ଗୁଣା ବଢ଼ି ଯାଇଛି। ୨ ମାସ ଅଛି ବୋଲି କହିଲେ ରାଜ୍ୟ ସଭାପତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *