Day: 21 October 2026

Vijayadashami Celebrations Today: ଆଜି ପବିତ୍ର ବିଜୟାଦଶମୀ

ଆଜି ପବିତ୍ର ବିଜୟାଦଶମୀ। ମହାମାୟାଙ୍କ ଦଶହରା ଉତ୍ସବର ଏହା ହେଉଛି ଅନ୍ତିମ ପର୍ବ। ଆଜି ପୂଜା ମଣ୍ଡପଗୁଡ଼ିକରେ ବିଜୟାଦଶମୀ ଉତ୍ସବ ଅତ୍ୟନ୍ତ ଧୁମଧାମ ଓ ଶ୍ରଦ୍ଧାର ସହ ପାଳିତ ହେଉଛି। ମା’ଙ୍କ ଆରାଧନା, ଘଣ୍ଟଘଣ୍ଟା, ଶଙ୍ଖ ଧ୍ୱନି ଏବଂ ମନ୍ତ୍ରୋଚ୍ଚାରଣରେ ଗୁଞ୍ଜରିତ…

CM’s High-Level Meet Today: ଲୋକସେବା ଭବନରେ ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଆଜି ମଧ୍ୟାହ୍ନରେ ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଏକ ବଡ଼ଧରଣର ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି। ରାଜ୍ୟର ଆଇନ ଶୃଙ୍ଖଳା ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ଆହ୍ୱାନ କରାଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟର ବହୁ ପଦସ୍ଥ…