୧୫୧ ଜଣ ରକ୍ତଦାନ କଲେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ବାରିପଦା

ବାରିପଦାର ଭଞ୍ଜପୁରଠାରେ ଜଗଦ୍ଧାତ୍ରୀ ମେଳା ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରରେ ୧୧ ଜଣ ମହିଳାଙ୍କ ସମେତ ୧୫୧ ଜଣ ରକ୍ତଦାନ କରିଥିଲେ । ମେଳା କମିଟିର କର୍ମକର୍ତ୍ତା ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ପ୍ରଶାନ୍ତ ପଟ୍ଟନାୟକ, ଦର୍ପନାରାୟଣ ପାଲ୍, ଅମର ସେଠୀ, ସୋମନାଥ ସିଂହ ପ୍ରମୁଖ ରକ୍ତଦାନ ଶିବିର ପରିଚାଳନା କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*