Day: 21 April 2024

ଉପାସନାଙ୍କ ଅସ୍ତ୍ର ହେଉଛି ‘ବାପାର ଝିଅ’

ବ୍ରହ୍ମଗିରିରୁ ବିଶ୍ୱଭୂଷଣ ମିଶ୍ର ମା’ ବାଲିହରଚଣ୍ଡିଙ୍କୁ ଦର୍ଶନ କରି ଫେରୁଥିଲା ବେଳେ ବାଟରେ ଅତିକ୍ରମ କଲା ଦିବଙ୍ଗତ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ)ଙ୍କ ଝିଅ ଉପାସନା ମହାପାତ୍ର (ତାନିଆ)ଙ୍କ ଗାଡ଼ି । ତାନିଆଙ୍କୁ ଭାରତୀୟ ଜନତା ପାର୍ଟି ତାଙ୍କ ଦାଦା…

ନବୀନଙ୍କୁ ଟାର୍ଗେଟ ପାଇଁ ସୋନପୁର ଆସୁଛନ୍ତି ଶାହା

ନିର୍ଭୟ ମିଡିଆ : ଭୁବନେଶ୍ୱର, ଓଡ଼ିଶାରେ ଭାଜପା କେନ୍ଦ୍ର ନେତାଙ୍କ ପ୍ରଚାର ଶୁଭ ପଡ଼ିବ ଆସନ୍ତା ୨୫ରେ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋନପୁରରୁ ପ୍ରଚାରର ଶୁଭ ଦେବେ । ଅନେକ ଦୃଷ୍ଟିକୋଣରୁ ଶାହାଙ୍କ ସୋନପୁରରୁ ପ୍ରଚାର ଆରମ୍ଭ କରିବାର…

୨୫ରେ ଓଡ଼ିଶା ଆସିବେ ଅମିତ ଶାହ

ଭୁବନେଶ୍ଵର: ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ ଅମିତ ଶାହା । ନିର୍ବାଚନୀ ରଣନୀତି ନେଇ କର୍ମକର୍ତ୍ତାଙ୍କ ସହ କରିବେ ଆଲୋଚନା । ଏନେଇ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର । ଓଡିଶାରେ ପହଞ୍ଚି ପ୍ରଥମେ ସୋନପୁରରେ ଏକ…

ଏପ୍ରିଲ ୨୫ ତାରିଖରୁ ଖରା ଛୁଟି

ଭୁବନେଶ୍ବର : ଏପ୍ରିଲ ୨୫ରୁ ଖରା ଛୁଟି। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ପାଇଁ ଖରାଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଥି ସହିତ ଏପ୍ରିଲ ୨୨…

ଏମିତି କାହିଁକି କହିଲେ ବାବା? : ସମୟ କହିବ ମୋର ପରବର୍ତ୍ତୀ ଆଭିମୁଖ୍ୟ

ନିର୍ଭୟ ମିଡିଆ : ଭୁବନେଶ୍ୱର, ଚଳିତ ନିର୍ବାଚନ ପ୍ରକ୍ରିୟାରେ ଯେଉଁ କେତେଜଣ ବିଜୁ ଜନତା ଦଳ ଦ୍ୱାରା ଅପଦସ୍ତ ଓ ଅପମାନିତ ହୋଇଛନ୍ତି, ସେମାନଙ୍କ ଭିତରୁ ଜଣେ ହେଲେ ପ୍ରସନ୍ନ ପାଟ୍ଟଶାଣୀ । ୨୦୧୯ରୁ ନବୀନ ପଟନାୟକ ତାଙ୍କ ସହ ଛଳ…

କଂଗ୍ରେସରୁ ଇସ୍ତଫା ଦେଲେ ପ୍ରବୋଧ ତିର୍କୀ

ଭୁବନେଶ୍ୱର: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରି ଟିକେଟ କାଟିବା ଦେବା ପରେ ଅସନ୍ତୁଷ୍ଟ ଥିଲେ ପ୍ରବୋଧ। କଂଗ୍ରେସ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲାର ତଳସରାରୁ ପ୍ରାର୍ଥୀ କରିଥିଲା।…