Day: 9 April 2024

ଲୋକଙ୍କୁ ଧମକାଉଛନ୍ତି ଅଫିସର: ପ୍ରଦୀପ ପାଣିଗ୍ରାହୀ

ଆଜି ବିଜେପି ପ୍ରେସମିଟରେ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରି ଅନେକ ପ୍ରସଙ୍ଗ ଉଠାଇଛନ୍ତି ପ୍ରଦୀପ ପାଣିଗ୍ରାହୀ। ସେ ସ୍ୱାସ୍ଥ୍ୟ, ଶିକ୍ଷା, ଆଇନଶୃଙ୍ଖଳା ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଭିତ୍ତିଭୂମି ଅଭାବ ଯୋଗୁଁ ଏମ୍‌କେସିଜି ମେଡିକାଲ ସ୍ୱାସ୍ଥ୍ୟ…

ବିଜେପି ପାର୍ଟି ଅଫିସରେ ହିମାଂଶୁ ସାହୁଙ୍କ ସମର୍ଥକଙ୍କ ହଙ୍ଗାମା

ବିଜେପି ପାର୍ଟି ଅଫିସରେ ହଙ୍ଗାମା। ଧର୍ମଶାଳାର ହିମାଂଶୁ ସାହୁଙ୍କ ସମର୍ଥକଙ୍କ ହଙ୍ଗାମା ଖବର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ ହିମାଂଶୁଙ୍କ ବଦଳରେ ସ୍ମୃତିରେଖା ପହିଙ୍କୁ ଟିକେଟ ଦେଇଥିବାରୁ ଏହି ସ୍ଥିତି ସୃଷ୍ଟି ହୋଇଛି। ଏହାକୁ ମିଶେଇ ୩/୪ ଥର ହିମାଂଶୁଙ୍କ ସମର୍ଥକ…

ରାଉରକେଲାରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି ଦିଲ୍ଲୀପ ରାୟ

ଭୁ‌ବନେଶ୍ବର: ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଚଳିତ ସାଧାରଣ ନିର୍ବାଚନରେ ରାଉରକେଲା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହେଇପାରନ୍ତି। ଦଳୀୟ ଘୋଷଣା ପୂର୍ବରୁ ନିର୍ବାଚନ ପ୍ରଚାର ବେଳେ ସାଂସଦ ଜୁଏଲ ଓରାମ ଏନେଇ ଇସାରା ଦେଇଛନ୍ତି। ସେ କହିଛନ୍ତି,…

ଜଳ ସଂରକ୍ଷଣ ଓ ବିନିଯୋଗ କରିବାରେ ରାଜ୍ୟ ସରକାର ବିଫଳ : ଭର୍ତ୍ତୃହରି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପିର କଟକ ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ । ଉତ୍ତର ଓଡିଶାରେ ୪ଟି ନଦୀ ଶୁଖିଲା, ମହାନଦୀ ପାଣି ପିଇବା ଯୋଗ୍ୟ ନୁହେଁ । ହୀରାକୁଦ ଜଳସ୍ତର କମିଛି, ରାଜ୍ୟ ସରକାର ଶିଳ୍ପକୁ…

ପୁଣି ଲୁଟେରାଙ୍କ ଟାର୍ଗେଟ ରେ ରାଜଧାନୀ ଆପାର୍ଟମେଣ୍ଟ

ଭୁବନେଶ୍ୱର : ରାଜଧାନୀରେ ପୁଣି ମାତିଲେ ଆପାର୍ଟମେଣ୍ଟ ଲୁଟେରା। ଆପାର୍ଟମେଣ୍ଟକୁ ଟାର୍ଗେଟ କରିବା ସହ ଲୁଟେରାଙ୍କ ଉତ୍ପାତ ଥମିବାର ନାଁ ଧରୁନି। ସିସିଟିଭିରେ ଲୁଟ୍ ଦୃଶ୍ୟ କଏଦ୍ ହୋଇଛି। ଭୁବନେଶ୍ୱର ପାହାଳସ୍ଥିତ ମେଟ୍ରୋ ସାଟେଲାଇଟ ସିଟିର ଫେଜ ୩ ଆପାର୍ଟମେଣ୍ଟରୁ ସିରିଜ୍…

ମହିଳା ଆଥଲେଟ୍‌ଙ୍କ ସନ୍ଦେହଜନକ ମୃତ୍ୟୁ

ରାଜଧାନୀରୁ ଉଦ୍ଧାର ହେଲା ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ମୃତଦେହ । ଭୁବନେଶ୍ୱର ପୁରୁଣା BMC ଅଫିସ୍ ପଛ ହଷ୍ଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତା ଯୁବତୀଜଣକ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଜଗଦଳପୁରର ସରୋଜିନୀ ସୁନ୍ଦରା । ତେବେ ଏହା…

୧୧ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ

ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ଆଲର୍ଟ ଦେଇଛି ପାଣିପାଗ ବିଭାଗ । ଆଜି ପାଇଁ ୧୧ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ,…

ଗନ୍ଧମାର୍ଦ୍ଧନ ପାହାଡରେ ଗୁଳିବିନିମୟ

ବରଗଡ: ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ବରଗଡ ଜିଲ୍ଲା ପାଇକମାଳ ଥାନା ଅର୍ନ୍ତଗତ ଗନ୍ଧମାର୍ଦ୍ଧନ ପାହାଡରେ ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଘମାସନ ବେଳେ ଘଟଣାସ୍ଥଳରୁ କିଛି ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ସୂଚନା…

ନିର୍ବାଚନ କମିଶନର ହସ୍ତକ୍ଷେପ ପରେ ୫ଟି ଅଧ୍ୟକ୍ଷ ପଦରୁ ଏବଂ ମୁଖ୍ୟମନ୍ତ୍ରୀ କାର୍ଯାଳୟରୁ ହଟିଲେ ପାଣ୍ଡିଆନ : ଅନିଲ ବିଶ୍ୱାଳ

ଭୁବନେଶ୍ୱର: ମାନ୍ୟବର ନିର୍ବାଚନ କମିଶନର କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଥାକଥିତ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ବାଦ ଦିଆଯାଇଛି । ୫-ଟି ଅଧ୍ୟକ୍ଷ ନାମରେ ଏକ ସରକାରୀ ଅଧୀକାରି କ୍ଷମତାକୁ ମାଡି ବସିଥିବା ଭିକେ ପାଣ୍ଡିଆନଙ୍କର ଏହି ଦଖଲକୁ…