Day: 13 April 2024

କଟକ-ବାରବାଟୀରେ ଭାଜପା କେଁ

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏକଦା କହିଥିଲେ ଯେ, ଫୁଟବଲ ଖେଳରେ ଶେଷ ୫ ମିନିଟରେ ବହୁତ କିଛି ଘଟିଯାଇପାରେ । କିନ୍ତୁ ଯେତେବେଳେ ଆତ୍ମଘାତୀ ଗୋଲ ଦେବାକୁ କୌଣସି ଦଳର ବରିଷ୍ଠ ଖେଳାଳି ସୁଯୋଗ ଉନ୍ଦୁଥିବେ ସେତେବେଳେ ସେହି…

କଂଗ୍ରେସର ୯ ଲୋକସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ

ଭୁବନେଶ୍ୱର: ଆସନ୍ତା ନିର୍ବାଚନ ପାଇଁ ଓଡ଼ିଶା କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ଆଉ ୯ଟି ଲୋକସଭା ପ୍ରାର୍ଥୀଙ୍କ ନାମରେ ମୋହର ମାରିଛି ରାଜ୍ୟ କଂଗ୍ରେସ । ଏହି ତାଲିକାରେ ବାଲେଶ୍ୱରରୁ ଶ୍ରୀକାନ୍ତ ଜେନାଙ୍କୁ ପ୍ରାର୍ଥୀ ଭାବରେ କଂଗ୍ରେସ ଦାୟିତ୍ୱ ଦେଇଛି…

ନବୀନ ବାବୁଙ୍କ ୨୪ବର୍ଷର ଶାସନ ଓଡ଼ିଶା ପାଇଁ କଳାଦିନ : ଅନିଲ ବିଶ୍ୱାଳ

ଭୁବନେଶ୍ୱର: ନବୀନ ବାବୁଙ୍କ ୨୪ବର୍ଷର ସରକାର ଓଡ଼ିଶା ପାଇଁ କଣ କରିଛି ତାହା ଜାଣିବା ପାଇଁ ଓଡ଼ିଶାର ଲୋକ ପ୍ରଶ୍ନ କରୁଛନ୍ତି, ଯାହାର ଉତର ବିଜେଡି ଦେଇପାରୁ ନାହିଁ । ସସ୍ମିତ ବାବୁ ପ୍ରଥମେ ଓଡ଼ିଶାରେ ବିଜୁ ଜନତା ଦଳ ସରକାର…

ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ ନକରି ନବୀନ ବାବୁ ଓଡିଶାବାସୀଙ୍କୁ ରଙ୍ଗୀନ ସ୍ୱପ୍ନ ଦେଖାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ : ପ୍ରତାପ କୁମାର ପାଣି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ପାଇଁ ଓଡ଼ିଶାର ଡାକ୍ତରମାନେ ଅନ୍ୟ ରାଜ୍ୟ ତଥା ଦେଶକୁ ଯାଇ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି । ଦାଦନ ଶ୍ରମିକ ସମସ୍ୟା ଭଳି ରାଜ୍ୟରେ ହାଇଟେକ ଦାଦନ ଡାକ୍ତରଙ୍କ ସଂଖ୍ୟା ଓ ସମସ୍ୟା ବଢିଚାଲିଛି । ଓଡ଼ିଶାର…

ବିଜେଡିକୁ ହାରିବା ଭୟ ଘାରିଥିବା ହେତୁ ସିନେ ତାରକାଙ୍କୁ ଖୋଜୁଛି: ବିଜେପି

ଭୁବନେଶ୍ବର: ନିର୍ବାଚନ ସମୟରେ ସିନେ କଳାକାରଙ୍କୁ ନବୀନ ନିବାସକୁ ଡାକରା ନେଇ ବିଜେପି କଟାକ୍ଷ କରିଛି। ବିଜେଡିକୁ ଟାର୍ଗେଟ୍ କରି ବିଜେପି ନେତା ତଥା ବରିଷ୍ଠ କଳାକାର ପିଙ୍କି ପ୍ରଧାନ ଓ ହରିହର ମହାପାତ୍ର କହିଛନ୍ତି, ବିଜେଡିକୁ ହାରିବା ଭୟ ଘାରିଛି।…

ଉତ୍କଳ କେଶରୀ ପରିଡ଼ାଙ୍କୁ ଭେଟିଲେ ଜୟ ପଣ୍ଡା

ଆଜି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କେନ୍ଦ୍ରାପଡ଼ାର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କୁ ଭେଟିଛନ୍ତି କେନ୍ଦ୍ରାପଡ଼ା ପ୍ରିୟ ନେତା ଜୟ ପଣ୍ଡା। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବାରୁ ସେ ଚିକିତ୍ସିତ ହେଉଥିବା ହସ୍ପିଟାଲ…

ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିକ୍ଷୟତ୍ରୀ ନିଲମ୍ବିତ

ବୌଦ୍ଧ: ସରକାରୀ ନୋଡାଲ ହାଇସ୍କୁଲ ଦହ୍ୟାର ସହକାରୀ ଶିକ୍ଷକ ସଂଘମିତ୍ରା ମଲ୍ଲିକଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଛାଟ । ନିର୍ବାଚନ ଆଚରଣ ବିଧି ଲାଗିଥିବା ସମୟରେ ଏକ ରାଜନୈତିକ ଦଳର ଦଳୀୟ ରାଲିରେ ଯୋଗ ଦେଇ ହରଡଘଣାରେ ଶିକ୍ଷୟତ୍ରୀ । ନିଲମ୍ବନ…

ପଦ୍ମ ଧରିଲେ ଅଜୟ ନାୟକ

ଭୁବନେଶ୍ୱର: ପଦ୍ମ ଧରିଲେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ଅଜୟ ନାୟକ । ବିଜେଡ଼ି ରାଜ୍ୟ ସମ୍ପାଦକ ଥିଲେ ଅଜୟ ନାୟକ । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ମାମୁଁ ଅଜୟ ବ୍ୟୋମକେଶଙ୍କ ଟିକେଟକୁ ବିରୋଧ କରୁଥିଲେ। ବିଜେପି…

ତାତିଲେ ସଫେଇ କର୍ମଚାରୀ!

ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ଆନ୍ଦୋଳନ । ଏମିତି ଖବର ଆଜି ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ଦରମା ମିଳିବାରେ ବିଳମ୍ବ ଏବଂ ରୋଗୀଙ୍କ ସମ୍ପର୍କୀୟ ମାନେ ମାଡ ମାରୁଥିବା ସୁରକ୍ଷାକର୍ମୀମାନେ ଅଭିଯୋଗ କରିଛନ୍ତି।…

ଓଡ଼ିଶା ଭୋଟରଙ୍କ ଭିତରେ ପ୍ରବଳ ଯୋଗୀ କ୍ରେଜ୍‌

କୌଣସି ଦଳ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିନାହାନ୍ତି । ଚୂଡ଼ାନ୍ତ ହେଉହେଉ ଆସନ୍ତା ସପ୍ତାହ ହୋଇଯିବ । ଆସନ୍ତା ସପ୍ତାହରେ ଅର୍ଥାତ ଶୁକ୍ରବାର ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଯିବ । ଏବେଠୁ କିନ୍ତୁ ଓଡ଼ିଶାରେ ଆଲୋଚନା ହେଲାଣି ଯେ,…