Day: 26 April 2024

କାହିଁକି ଏହା କହିଲେ ମୋଦୀ : ‘ମୋର ପରବର୍ତ୍ତୀ ଜନ୍ମ ବୋଧହୁଏ ପଶ୍ଚିମବଙ୍ଗରେ ହେବ’

ଏଜେନ୍ସୀ : ପଶ୍ଚିମବଙ୍ଗ, ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ମାଲଦାରେ ଏକ ବଡ଼ ରାଲିକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ମୋତେ ଲାଗୁଛି ମୋର ପୂର୍ବ ଜନ୍ମ ପଶ୍ଚିମବଙ୍ଗରେ ହୋଇଥିଲା କିମ୍ବା ପରବର୍ତ୍ତୀ ଜନ୍ମ…

ଇଭିଏମକୁ ସୁପ୍ରିମ କ୍ଳିନଚିଟ୍

ଏଜେନ୍ସୀ : ନୂଆଦିଲ୍ଲୀ, ସୁପ୍ରିମକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଏହା ସ୍ପଷ୍ଟ କରିଛନ୍ତି ଯେ ଭୋଟ ଗ୍ରହଣ ଅର୍ଥାତ ମତଦାନ ଇଭିଏମ ମେସିନ ଦ୍ୱାରା ହିଁ ହେବ । ଏଥିସହ ଇଭିଏମ-ଭିଭିପାଟକୁ ୧୦୦% କ୍ରସ ଚେକିଂ କରାଯାଇପାରିବ ନାହିଁ ।…

ଚାଲିଛି ଦ୍ଵିତୀୟ ପର୍ଯ୍ୟାୟ ମତଦାନ । ହେଭିୱେଟ ନେତାଙ୍କର ହେବ ଭାଗ୍ୟପରୀକ୍ଷା ।

ଆଜି ଦେଶରେ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟିଂ । ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟଗ୍ରହଣ କରାଯିବ ।…