ଏଜେନ୍ସୀ : ନୂଆଦିଲ୍ଲୀ,

ସୁପ୍ରିମକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଏହା ସ୍ପଷ୍ଟ କରିଛନ୍ତି ଯେ ଭୋଟ ଗ୍ରହଣ ଅର୍ଥାତ ମତଦାନ ଇଭିଏମ ମେସିନ ଦ୍ୱାରା ହିଁ ହେବ । ଏଥିସହ ଇଭିଏମ-ଭିଭିପାଟକୁ ୧୦୦% କ୍ରସ ଚେକିଂ କରାଯାଇପାରିବ ନାହିଁ । ୪୫ ଦିନ ପର୍ଯ୍ୟନ୍ତ ଭିଭିପାଟର ସ୍ଲିପ୍ ସୁରକ୍ଷିତ ରହିବ ।

ଜଷ୍ଟିସ ସଂଜୀବ ଖାନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତା ଏହି ମାମଲାର ଶୁଣାଣି ଏପ୍ରିଲ ୨୪ରେ କରିବା ପରେ ନିଷ୍ପତ୍ତିକୁ ସୁରକ୍ଷିତ ରଖିଥିଲେ । ଶୁକ୍ରବାର ଖଣ୍ଡପୀଠ ଭିଭିପାଟ ଭେରିଫିକେସନ୍ ଦାବିକୁ ନେଇ ସମସ୍ତ ଆବେଦନକୁ ଖାରଜ ସହ ବାଲାଟ ପେପରରେ ଭୋଟିଂ ପାଇଁ ହୋଇଥିବା ଅବେଦନକୁ ମଧ୍ୟ ଖାରଜ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *