Day: 8 April 2024

କଂଗ୍ରେସ ଭବନରେ ହାଇଡ୍ରାମା

କଂଗ୍ରେସ ଭବନରେ ହାଇଡ୍ରାମା। ସାମ୍ନାକୁ ଆସିଛି ବଡ ଖବର। ସୂଚନା ଅନୁଯାୟୀ ଜଟଣୀ ନିର୍ବାଚନ ମଣ୍ଡଳୀର ସନ୍ତୋଷ ଜେନା ଆଜି ମିଶିବାକୁ ଆସିଥିଲେ। ଏହା ପରେ ସୁର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ମିଶାଇବାକୁ ଆଣୁଥିଲେ।ତେବେ କଂଗ୍ରେସ ଭବନ ନିକଟରେ…

ନିର୍ବାଚନ ଲଢ଼ିବେ ବରିଷ୍ଠ ନେତା ଦିଲ୍ଲୀପ ରାୟ

ଭୁବନେଶ୍ୱର: ନିର୍ବାଚନ ଲଢ଼ିବେ ବରିଷ୍ଠ ନେତାଦିଲ୍ଲୀପ ରାୟ। କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବସ୍ତ୍ୟ ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟ ଚଳିତ ନିବାର୍ଚନ ଲଢ଼ିବେ । କୋର୍ଟର ରହିତାଦେଶ ପରେ ଦିଲ୍ଲୀପଙ୍କୁ ମିଳିଲା ଆଶ୍ଵସ୍ତି । ୧୯୯୯ ମସିହାରେ…

ସରକାରୀ କର୍ମଚାରୀଙ୍କୁ ECI ନାଁ ରେ ଧମକ ଦେଉଛି ରାଜ୍ୟ ବିଜେପି: ସସ୍ମିତ ପାତ୍ର

ଭୁବନେଶ୍ବର: ECIଙ୍କୁ ଚିଠି ଲେଖି ଫେରାଦ ହୋଇଛି ବିଜେଡ଼ି । ବିଜେପି ନେତା ଓ ପ୍ରାର୍ଥୀ ECIଙ୍କ ନାଁ ନେଇ ଧମକ ଚମକ ଦେଉଛନ୍ତି । ସରକାରୀ କର୍ମଚାରୀଙ୍କୁ ECI ଜରିଆରେ ବଦଳାଇବାକୁ ଧମକାଉଛନ୍ତି। ୨୦୨୪ ନିର୍ବାଚନରେ ସହଯୋଗ ନକଲେ ବଦଳି…

ଆଇପିଏସ କୁଟ୍ଟେଙ୍କ ବିରୁଦ୍ଧରେ ନିର୍ବାଚନ ଆୟୋଗରେ ଫେରାଦ ହେଲା ବିଜେପି

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖେ ଫେରାଦ ହେଲା ରାଜ୍ୟ ବିଜେପି। ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ଓ ବରିଷ୍ଠ ନେତା ଦିଲ୍ଲୀପ ମଲ୍ଲିକ ପ୍ରମୁଖ ନିର୍ବାଚନ ଅଧିକାରୀଙ୍କୁ…

ଲେଖାଶ୍ରୀଙ୍କୁ ବାଲେଶ୍ବରରୁ BJD ପ୍ରାର୍ଥୀ କରିବା ଚର୍ଚ୍ଚା ପ୍ରସଙ୍ଗ

ବିଜେପିର ଆଗଧାଡ଼ିର ଟାଣୁଆ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ବିଜେଡିରେ ସାମିଲ ହୋଇଥିବାରୁ ତାଙ୍କ ନାମକୁ ନେଇ ଏବେ ବଡ଼ ଚର୍ଚ୍ଚା ହେଉଛି । ସେ ନବୀନ ନିବାସ ଯାଇ ସୁପ୍ରିମୋ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ପାଣ୍ଡିଆନଙ୍କୁ ଭେଟିଥିବାରୁ ତାଙ୍କ…

କାରଣ ଦର୍ଶାଅ ନୋଟିସର ଉତ୍ତର ଦେଲେ ସୁର ରାଉତରାୟ

ଭୁବନେଶ୍ବର: କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କୁ ଦଳର କାରଣଦର୍ଶାଅ ନୋଟିସ୍ ନେଇ ସୁର ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ମୁଁ ଅନ୍ୟ ଦଳ ପାଇଁ ପ୍ରଚାର କରିନାହିଁ । ମଲା ଯାଏଁ କଂଗ୍ରେସରେ ରହିବି। ଏକଥା ମୁଁ କଂଗ୍ରେସ ନେତୃତ୍ବଙ୍କୁ ଜଣାଇଦେବି ।…

ବିଜେଡି ଛାଡ଼ିଲେ ପୂର୍ବତନ ସାଂସଦ ପ୍ରଭାସ ସିଂହ

ଭୁବନେଶ୍ୱର: ନିର୍ବାଚନୀ ମାହୋଲ ଭିତରେ ଦଳ ଡିଆଁ ପର୍ବ ଜୋର ଧରିଛି । ଏହାରି ଭିତରେ ବିଜେଡିର ଜଣେ ନେତା ଦଳ ଛାଡ଼ିଛନ୍ତି । ସେ ହେଉଛନ୍ତି ପୂର୍ବତନ ସାଂସଦ ତଥା ବରଗଡ଼ ଜିଲ୍ଲା ବିଜେଡି ସଭାପତି ପ୍ରଭାସ ସିଂହ ।…

ଗଛରେ ପିଟି ହେଲା ବସ୍‌, ୧୦ ଆହତ

ରାଜ୍ୟରେ ପୁଣି ଏକ ଭୟଙ୍କର ବସ୍ ଦୁର୍ଘଟଣାର ଚିତ୍ର ସାମ୍ନାକୁ ଆସିଛି । ଏକ ଯାତ୍ରୀବାହୀ ବସ୍ ଗଛରେ ପିଟି ହେବା ଫଳରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବେଲଗୁଣ୍ଠା ଥାନା ଜି.ନୂଆଗାଁ ଛକରେ ଏହି ଦୁର୍ଘଟଣା ଘଟିଛି…

ଦିନ ସାଢ଼େ ୧୧ ସୁଦ୍ଧା ତାପମାତ୍ରା ସବୁଠି ୩୫ ଡିଗ୍ରୀ ତଳେ

ତାତି କମିଲା । ସାରା ରାଜ୍ୟରେ ତାତି କମିଛି । ଦିନ ସାଢ଼େ ୧୧ ସୁଦ୍ଧା ତାପମାତ୍ରା ସବୁଠି ୩୫ ଡିଗ୍ରୀ ତଳେ ରହିଛି । ଚାନ୍ଦବାଲିରେ ୩୪, ପାରାଦୀପ ୩୩.୬, ପୁରୀ ୩୩.୪, ଗୋପାଳପୁର ୩୩.୨ ରହିଛି। ଭୁବନେଶ୍ୱର ୩୨.୮,…