କଂଗ୍ରେସ ଭବନରେ ହାଇଡ୍ରାମା। ସାମ୍ନାକୁ ଆସିଛି ବଡ ଖବର। ସୂଚନା ଅନୁଯାୟୀ ଜଟଣୀ ନିର୍ବାଚନ ମଣ୍ଡଳୀର ସନ୍ତୋଷ ଜେନା ଆଜି ମିଶିବାକୁ ଆସିଥିଲେ। ଏହା ପରେ ସୁର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ମିଶାଇବାକୁ ଆଣୁଥିଲେ।ତେବେ କଂଗ୍ରେସ ଭବନ ନିକଟରେ ବିରୋଧ କରିଥିଲେ ଅନ୍ୟତମ ଆଶାୟୀ।ଅନ୍ୟତମ ଆଶାୟୀ ସଂଗ୍ରାମ ରାଉତରାୟ କଡ଼ା ବିରୋଧ କରିଥିଲେ।ସଂଗ୍ରାମଙ୍କ ସମର୍ଥକ ସନ୍ତୋଷଙ୍କୁ କଂଗ୍ରେସ ଭବନରେ ପୂରାଇ ଦେଇନଥିଲେ।ଅପ୍ରୀତିକର ପରିସ୍ଥିତି ଦେଖି ଶେଷରେ ମିଶ୍ରଣ ପର୍ବ ବାତିଲ ହୋଇଥିଲା

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *