ତାତି କମିଲା । ସାରା ରାଜ୍ୟରେ ତାତି କମିଛି । ଦିନ ସାଢ଼େ ୧୧ ସୁଦ୍ଧା ତାପମାତ୍ରା ସବୁଠି ୩୫ ଡିଗ୍ରୀ ତଳେ ରହିଛି । ଚାନ୍ଦବାଲିରେ ୩୪, ପାରାଦୀପ ୩୩.୬, ପୁରୀ ୩୩.୪, ଗୋପାଳପୁର ୩୩.୨ ରହିଛି। ଭୁବନେଶ୍ୱର ୩୨.୮, ବାଲେଶ୍ୱର ୩୨.୪, କେନ୍ଦୁଝର ୨୫.୬ ଡ଼ିଗ୍ରୀ ତାପମାତ୍ରା ରହିଛି ।

ଆଜି ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ଗଜପତି, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ । କିଛି ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *