Day: 12 April 2024

କାଲି ଆସିପାରେ ବିଜେପିର ୨ୟ ପର୍ଯ୍ୟାୟ ତାଲିକା!

କାଲି ଆସିପାରେ ବିଜେପିର ୨ୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା। ବରଗଡ଼ରେ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ୍ ସିଂ ତୋମାରଙ୍କ ସୂଚନା ସାମ୍ନାକୁ ଆସିଛି। କାଲି ୨୫ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ।୨୦ ତାରିଖ ସୁଦ୍ଧା ସମସ୍ତ ୧୪୭ଟି…

କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କର ଜୋରଦାର ପ୍ରଚାର

କେନ୍ଦ୍ରାପଡ଼ା ନେତା ବୈଜୟନ୍ତ ପଣ୍ଡା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ଏହି ଅବସରରେ ବିଧାନସଭା ପ୍ରାର୍ଥୀ ଦୁର୍ଗା ପ୍ରସନ୍ନ ନାୟକ ଉପସ୍ଥିତ ଥିଲେ । ପରେ ଛପାଲୀ ଠାରେ ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ…

ସଂଯୁକ୍ତା ମହଲାଙ୍କ ଆବେଦନ ହାଇକୋର୍ଟରେ ଖାରଜ

ସଂଯୁକ୍ତା ମହଲାଙ୍କ ଆବେଦନ ହାଇକୋର୍ଟରେ ଖାରଜ। ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ମାମଲା ଆବେଦନ ଖାରଜ କରିଛି ହାଇ କୋର୍ଟ।ଶ୍ରୀକାନ୍ତଙ୍କ ନାଁରେ ପୋଲିସ ୩୭୬ରେ ମାମଲା କରିନଥିବା କହିଥିଲେ ସଂଯୁକ୍ତା। ଗତ କିଛି ଦିନ ତଳେ ପୋଲସରା ବିଧାୟକ ଶ୍ରୀକାନ୍ତ…

କୁଲେସିକାଙ୍କୁ ଯାଚିଥିଲେ କୋଟିଏ !

ଭୁବନେଶ୍ୱର : ବିସ୍ଫୋରକ ବୟାନ ଦେଲେ ଲକ୍ଷ୍ମୀପୁରର ନେତା କୈଳାସ କୁଲେସିକା । ବିଜେଡି ବିରୋଧରେ ସାଂଘାତିକ ବୟାନ ଦେଲେ କୁଲେସିକା । ଟିକେଟ ନଦେଇ, କୋଟିଏ ଟଙ୍କା ଯାଚିଥିବା କହିଲେ କୁଲେସିକା । ବବି ଦାସ ମୋତେ ଟିକେଟ ପ୍ରତିଶ୍ରୁତି…

ନିର୍ବାଚନ ଲଢ଼ିବେନି ପ୍ରଶାନ୍ତ ଜଗଦ୍ଦେବ

ନିର୍ବାଚନ ଲଢ଼ିବେନି ପ୍ରଶାନ୍ତ ଜଗଦ୍ଦେବ। ଚିଲିକା ବିଧାୟକ ତଥା ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବଙ୍କ ମନ୍ତବ୍ୟ ସାମ୍ନା କୁ ଆସିଛ । ସେ କହିଛନ୍ତି କି ନବୀନଙ୍କ ବିରୋଧରେ ଲଢ଼ିବାକୁ ଇଛା ଥିଲା।ମୁଖ୍ୟମନ୍ତ୍ରୀ ନବୀନଙ୍କ ବିରୋଧରେ ହିଂଜିଳିରୁ ଲଢ଼ିବାକୁ ଚାହୁଁଥିଲି। ସେ…

ଘରୋଇ ହସ୍ପିଟାଲରେ ନିର୍ବାଚନ କର୍ମଚାରୀଙ୍କ ପାଇଁ କ୍ୟାସଲେସ ବ୍ୟବସ୍ଥା

ଲୋକସଭା ନିର୍ବାଚନ ସମୟରେ ମତଦାନ ଅଧିକାରୀଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରାଥମିକତା ଦେବା ପାଇଁ ଓଡିଶାର ସ୍ୱାସ୍ଥ୍ୟ ଏବଂ ପରିବାର ବିଭାଗ ଅନ୍ୟାନ୍ୟ ସ୍ଥାନୀୟ ସଂସ୍ଥାକୁ ଆରାମ ସୁବିଧା ତଥା ତୁରନ୍ତ BSKY ଅଧୀନରେ କ୍ୟାସଲେସ ଚିକିତ୍ସା ଯୋଗାଇବା ପାଇଁ ବିସ୍ତୃତ…

ନବୀନ ନିବାସରେ ବାବୁସାନ

ନବୀନ ନିବାସରେ ଅଭିନେତା ବାବୁସାନ ମହାନ୍ତି।ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷଙ୍କୁ ଭେଟିଲେ ବାବୁସାନ। ସୂଚନା ଅନୁଯାୟୀ, ଅଭିନେତା ଅମ୍ଲାନ ଦାସ, ସ୍ବରାଜ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହା ବ୍ୟତୀତ ଅଭିନେତ୍ରୀ ଭୂମିକା, ସୁପ୍ରିୟା ମଧ୍ୟ ନବୀନ ନିବାସରେ ଭେଟିଛନ୍ତି। ଏହି…

ଭାଇରଲ ଅଡ଼ିଓ: ଏସଏଚଜି ମହିଳାଙ୍କୁ ଦଳୀୟ କାର୍ଯ୍ୟରେ ଉପଯୋଗ କରୁଛି ବିଜେଡି !

ନିର୍ବାଚନ ପାଖେଇ ଆସୁଥିବାବେଳେ ଅନେକ ଖବର ସାମ୍ନାକୁ ଆସିଛି। କେତେବେଳେ କୋଉ ନେତା ଦଳ ବଦଲାଉଛନ୍ତି ତ କେତେବଳେ ଅନ୍ୟ କେହି ଇସ୍ତଫା ଦେଇଛନ୍ତି। ଅନ୍ୟପଟେ ଶାସକ ଦଳକୁ ଅନେକ ନେତା ଟାର୍ଗେଟ ରେ ରଖି ସମାଲୋଚନା କରୁଛନ୍ତି। ଏହି ଭିତରେ…

ଏପ୍ରିଲ ୧୫ରୁ ଆରମ୍ଭ ହେବ ଗ୍ରୀଷ୍ମ ଲହରୀ

ଆଜିଠାରୁ ରାଜ୍ୟରେ ପାଗରେ ପରବର୍ତ୍ତନ ହେବା ସହିତ ଧୀରେଧୀରେ ତାପମାତ୍ରା ବୃଦ୍ଧି ପାଇବ । ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୬-୮ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ । ଏହାଫଳରେ ରାଜ୍ୟରେ ପୁଣି ଥରେ ତାପମାତ୍ରା ୪୦…

ପଦ୍ମ ଧରିଲେ କୈଳାଶ ଚନ୍ଦ୍ର କୁଲେସିକା, ଲକ୍ଷ୍ମୀପୁରରେ ବିଜେଡି ଟିକଟ ଘୋଷଣାକୁ ନେଇ ଥିଲେ ଅସନ୍ତୁଷ୍ଟ

ଭୁବନେଶ୍ଵର: ବିଜେପିରେ ମିଶିଲେ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି। ଲକ୍ଷ୍ମୀପୁର ପାଇଁ ବିଜେଡି ଟିକଟ ଘୋଷଣାକୁ ନେଇ ଅସନ୍ତୁଷ୍ଟ ହୋଇ କୁଲେସିକା ବିଜେପିରେ ମିଶିଛନ୍ତି।ସେ…