ନିର୍ବାଚନ ପାଖେଇ ଆସୁଥିବାବେଳେ ଅନେକ ଖବର ସାମ୍ନାକୁ ଆସିଛି। କେତେବେଳେ କୋଉ ନେତା ଦଳ ବଦଲାଉଛନ୍ତି ତ କେତେବଳେ ଅନ୍ୟ କେହି ଇସ୍ତଫା ଦେଇଛନ୍ତି। ଅନ୍ୟପଟେ ଶାସକ ଦଳକୁ ଅନେକ ନେତା ଟାର୍ଗେଟ ରେ ରଖି ସମାଲୋଚନା କରୁଛନ୍ତି।

ଏହି ଭିତରେ ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଅଡିଓରେ ଜଣାପଡିଛି ଯେ SHG ମହିଳାମାନଙ୍କୁ ରାଜ୍ୟ ସରକାର ଦଳୀୟ କାର୍ଯ୍ୟରେ ଉପଯୋଗ କରୁଛନ୍ତି। ତ ଏହି ଅଡିଓରେ କେତେ ସତ୍ୟତା କେତେ ମିଛ ତାହା ଏବେ ଜଣାପଡିନାହିଁ। ଆଗାମୀ ଦିନରେ ଜଣାପଡ଼ିବ କଣ ସତରେ ବିଜୁ ଜନତା ଦଳ ଏହି କାର୍ଯ୍ୟ କରୁଛନ୍ତି।

CLICK HERE 👇

3fe0151d-885d-4783-8da7-666d17d19919

ତେବେ କଣ ହାରିବା ଭୟରେ ଏହି କାର୍ଯ୍ୟ ବିଜେଡି କରୁଛି କି? ହାରିବା ଭୟରେ, ଭୋଟରଙ୍କୁ ପ୍ରଭାବିତ କରିବାକୁ ଶାସକ ଦଳର ସରକାରୀ କଳର ଏବଂ ମିଶନଶକ୍ତି କର୍ମଚାରୀଙ୍କ ଅପବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଅଧିକାଂଶ ମତ ଦେଇଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *