Day: 4 April 2024

ବିଜେଡି ଛାଡିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ

ଭୁବନେଶ୍ବର : ବିଜେଡି ଛାଡିଲେ ବିଧାୟକ ରମେଶ ସାଏ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ସାଏ । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଦଳରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ଦଳରେ କୋଣଠେସା…

ପାଣ୍ଡିଆନ ନେତା ନା ଅଫିସର: ଅନିଲ ବିଶ୍ଵାଳ

ସିଏମଓ ୱେବସାଇଟ ଅଫିସର ଲିଷ୍ଟରେ ଏକ ନମ୍ବର ତାଲିକାରେ ଅଛନ୍ତି ଭି.କେ. ପାଣ୍ଡିଆନ । ପାଣ୍ଡିଆନ ସବୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି, ପ୍ରାର୍ଥୀଙ୍କୁ ଟିକେଟ ଦେଉଛନ୍ତି ଏବଂ ଦଳ ପରିଚାଳନା କରୁଛନ୍ତି । ଭି.କେ. ପାଣ୍ଡିଆନ ନେତା ନା ଅଫିସର…

ବିଜେପିରୁ ଇସ୍ତଫା ଦେଲେ ସୋନାଲି ସାହୁ

ନିର୍ବାଚନ ପୂର୍ବରୁ ବିଜେପିରୁ ଇସ୍ତଫା ଦେଇଛନ୍ତି ମହିଳା ନେତ୍ରୀ ସୋନାଲି ସାହୁ। ଆଜି ସେ ବିଜେପି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ୍‌ଙ୍କ ପାଖକୁ ପଠାଇଛନ୍ତି। ମିଳିଥିବା ସୂଚନା ଅସୁନାରେ…

କଂଗ୍ରେସ ଛାଡିପାରନ୍ତି ସାଲୁଜା!

ଏବେ ରାଜ୍ୟ ରାଜନୀତି କ୍ଷେତ୍ରରେ ଏକ ବଡ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । ସନ୍ତୋଷ ସିଂ ସାଲୁଜା କଂଗ୍ରେସ ଛାଡିବା ନେଇ ଚର୍ଚ୍ଚା ହେଉଛି । କଣ୍ଟାବାଞ୍ଜିରୁ ତାଙ୍କୁ କଂଗ୍ରେସ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା…

ଦଳ ବିରୋଧୀ ମନ୍ତବ୍ୟ ପାଇଁ ହୋଇଥିବା ନୋଟିସର ଉତ୍ତର ରଖିଲେ ସୁରେଶ ରାଉତରାୟ

ଦଳ ବିରୋଧୀ ମନ୍ତବ୍ୟ ପାଇଁ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ ହୋଇଥିବା ନୋଟିସର ସେ ଉତର ରଖିଛନ୍ତି । ପିସିସି ସଭାପତିଙ୍କ ନିକଟରେ ଉତର ରଖିଛନ୍ତି ସୁରେଶ ରାଉତରାୟ । ନିଜ ଦୋଷ ଲୁଚାଇ ଗଣମାଧ୍ୟମକୁ ଦୋଷୀ କରିବାକୁ ପ୍ରୟାସ କରିଛନ୍ତି…

କଂଗ୍ରେସ ଛାଡିଲେ ବାପି ସର୍ଖେଲ

ଭୁୁବନେଶ୍ୱର: କଂଗ୍ରେସ ଛାଡିଲେ ବାପି ସର୍ଖେଲ । ୨୦୧୯ରେ ପାରାଦୀପରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିଲେ । କିଛିଦିନ ତଳେ ବାପି ସର୍ଖେଲଙ୍କ ପତ୍ନୀ ବିଜେଡିରେ ଯୋଗ ଦେଇଥିଲେ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଚିଠି ଲେଖି ସେ ନିଜର…

ଶପଥ ନେଲେ ଓଡ଼ିଶାର ୩ ରାଜ୍ୟସଭା ସାଂସଦ

ଭୁବନେଶ୍ୱର : ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କଲେ ଓଡ଼ିଶାରୁ ୩ ନବନିର୍ବାଚିତ ନେତା । ଅଶ୍ୱିନୀ ବୈଷ୍ଣବ, ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ ଶପଥ ନେଲେ । ଓଡ଼ିଆରେ ଶପଥ ନେଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।ଗତ…

ବିଜେଡି ଛାଡିଲେ ରାମଚନ୍ଦ୍ର ପଣ୍ଡା

ଭୁବନେଶ୍ବର: ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ବିଜେଡ଼ି ଛାଡ଼ିଛନ୍ତି। ସେ ଦଳରୁ ଇସ୍ତଫା ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟରୁ ସେ ଇସ୍ତଫା ଦେଉଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ସେ ତାଙ୍କ ଇସ୍ତଫା ପତ୍ରକୁ ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ପଦ୍ମ ଧରିଲେ ୨ ଡାକ୍ତର

ବିଜେପିରେ ଦୁଇ ବରିଷ୍ଠ ଡାକ୍ତର ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ବିଜେପିରେ ସେମାନେ ଯୋଗ ଦେଇଛନ୍ତି। ଡାକ୍ତର ପ୍ରଶାନ୍ତ…

ମତଦାନ ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିଲା ଛୁଟି

ଭୁବନେଶ୍ୱର : ଆଗାମୀ ଲୋକସଭା ଓ ଓଡ଼ିଶା ବିଧାନ ସଭା ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ନିର୍ବାଚନ କାର୍ୟ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ମଞ୍ଜୁର କରିଛନ୍ତି । ନିର୍ବାଚନ ପରିଚାଳନାରେ ନିୟୋଜିତ…