ୟୁରୋ ଚମ୍ପିଆନସିପ୍‌ : ଯୋଗ୍ୟତା ପାଇଲେ ସ୍ୱିଡେନ ଓ ଫିନଲାଣ୍ଡ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଲଣ୍ଡନ

ୟୁରୋ ୨୦୨୦ ଫୁଟବଲ ପ୍ରତିଯୋଗିତା ସକାଶେ ଯୋଗ୍ୟତା ଅର୍ଜନ କରିନେଇଛି ସ୍ୱିଡେନ ଦଳ । ରୋମାନିଆକୁ ୨-୦ରେ ହରାଇବା ପରେ ସେମାନେ ପାଇଛନ୍ତି କ୍ରିକେଟ । ମାର୍କସ ଏବଂ ରୋବିନଙ୍କ ପକ୍ଷରୁ ଗୋଲ୍‌ ଦୁଇଟି ସ୍କୋର ହୋଇଥିଲା । ଗ୍ରୁପ୍‌-ଏଫ୍‌ ରେ ୧୮ ପଏଣ୍ଟ ହାସଲ କରି ସ୍ୱିିଡେନ୍‌ ପାଇଛି ଯୋଗ୍ୟତା । ସେହିପରି ଫିନଲାଣ୍ଡ ମଧ୍ୟ ପାଇଛି ଯୋଗ୍ୟତା ସେମାନେ ଲିଙ୍କେନଷ୍ଟାଇନକୁ ୩-୦ରେ ହରାଇ ସେହିପରି ୧୮ ପଏଣ୍ଟ ହାସଲ କରି ବଢିଯାଇଛନ୍ତି ମୁଖ୍ୟ ପ୍ରତିଯୋଗିତାରେ ଖେଳିବାକୁ । ସ୍ପେନ ଓ ଇଟାଲୀ ପୂର୍ବରୁ ପାଇସାରିଛନ୍ତି ଯୋଗ୍ୟତା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*