ଶକ୍ତିମୋହନଙ୍କ ସହ ଛମିଆ ଗୀତର ଭିଡ଼ିଓ କଲେ ବ୍ରାଭୋ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ
ୱେଷ୍ଟଇଣ୍ଡିଜ୍‌ କ୍ରିକେଟର ଡ୍ୱାଏନ୍‌ ବ୍ରାଭୋ ଭାରତୀୟ କୋରିଓଗ୍ରାଫର ଶକ୍ତି ମୋହନଙ୍କ ସହ ମିଶି ଏକ ଚମକପ୍ରଦ ହିନ୍ଦୀ ଗୀତର ଭିଡ଼ିଓ ସୁଟିଂ କରିଛନ୍ତି । ଯାହାକୁ ଛମିଆ ଗୀତ ବୋଲି ବର୍ଣ୍ଣନା କରାଯାଉଛି । ବିଜେ ବ୍ରାଭୋ ଭାବେ ସଙ୍ଗୀତ ଧାରାରେ ପରିଚିତ ଏହି କ୍ରିକେଟର ଜଣକ ଭାରତୀୟ ବାହାଘରରେ ବାଜିବାର ଟାର୍ଗେଟରେ ରଖି ଏହି ଗୀତଟିକୁ ଗାଇଛନ୍ତି । ହିନ୍ଦୀ ଓ ପଞ୍ଜାବୀରେ ଏହି ଗୀତଟିକୁ ଲେଖିଛନ୍ତି ଅନୁରାଗ ଭୋମିଆ । ଏହାର ସ୍ୱର ସଂଯୋଜନା କରିଛନ୍ତିି ଗୌରବ । ବ୍ରାଭୋଙ୍କ ସହ ଏଥିରେ ସ୍ୱର ଦେଇଛନ୍ତି ରିମି ଏବଂ ଗୌରବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*