ରୁଦ୍ଧ ଷ୍ଟାଡ଼ିୟମରେ ହେବ ୱିମ୍ବଲଡ଼ନ୍ ଚମ୍ପିଆନସିପ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଲନ୍ଦନ
ସାରା ବିଶ୍ୱରେ କରୋନା ମହାମାରୀ ସକାଶେ ସ୍ଥଗିତ ହୋଇଥିବା କ୍ରୀଡ଼ା ଇଭେଣ୍ଟ କୋଭିଡ଼ ଗାଇଡ଼ଲାଇନ୍ ଅନୁସରଣ କରି ଆରମ୍ଭ ହୋଇସାରିଛି । ତେବେ ଚଳିତ ବର୍ଷ ହେବାକୁ ଥିବା ୱିମ୍ବଲଡ଼ନ୍ ଚମ୍ପିଆନସିପ ଆସନ୍ତାବର୍ଷ ବିନା ଦର୍ଶକରେ ଅନୁଷ୍ଠିତ ହେବ ବୋଲି ଶୁକ୍ରବାର ଆୟୋଜନକାରୀ ଜଣାଇଛନ୍ତି । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ପ୍ରଥମ ଥର ଲାଗି ବାତିଲ ହୋଇଥିଲା ଏହି ଟୁର୍ଣ୍ଣାମେଣ୍ଟ । ତେବେ ଆସନ୍ତା ବର୍ଷକୁ ଘୁଞ୍ଚିଥିବା ଏହି ଟୁର୍ଣ୍ଣାମେଣ୍ଟ ଜୁନ୍ ୨୮ରୁ ଆରମ୍ଭ ହୋଇ ଜୁଲାଇ ୧୧ରେ ଶେଷ ହେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*