ରାଜ୍ୟ ଟିଟି: ଜୁନିୟର ବାଳକ ଟିମ୍ ଫାଇନାଲରେ କଟକ ଓ ଖୋର୍ଦ୍ଧା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

କଟକର ଇନଡୋର ହଲ୍ଠାରେ ବୁଧବାର ଠାରୁ ଆରମ୍ଭ ହୋଇଥିବା ୨୩ତମ ଆନ୍ତଃଜିଲ୍ଲା ଓ ରାଜ୍ୟ ଟେବୁଲ ଟେନିସ୍ ପ୍ରତିଯୋଗିତାର ଦ୍ୱିତୀୟ ଦ ଗୁ୍ରପ୍ ଲିଗ୍ ଓ ଦ୍ୱିତୀୟ ପର୍ଯ୍ୟାୟ ଖେଳ ସମାପ୍ତ ହୋଇଛି । ଏହି ବିଭାଗରୁ ସେମି ଫାଇନାଲକୁ ଉଠିଥିବା ସାଧିକା ଭେଟିବେ ସାକ୍ଷୀ ଭାଗତଙ୍କୁ ଓ ଦ୍ୱିତୀୟ ସେମିରେ ଭୂମିକା ଭେଟିବେ ଉର୍ଜା ବର୍ମାଙ୍କୁ । କ୍ୟାଡେଟ୍ ବାଳକ ସେମିଫାଇାନାଲ୍ରେ ଆନିନ୍ଦ୍ୟା ଦାସ ଓ ଜିଗ୍ନାଂଶୁ ସାହୁଙ୍କୁ ଭେଟିବାକୁ ଥିବା ବେଳେ ଅନ୍ୟ ସେମିରେ ଅର୍ଚ୍ଚିତ ବେହେରା ଓ ଶ୍ରେୟାନ ଧରଙ୍କ ମଧ୍ୟରେ ମୁକାବିଲା ହେବ । ସବ୍ଜୁନିୟର ବାଳିକା ସେମି ମ୍ୟାଚ ଶ୍ୱେତପଦ୍ମା ଓ ସୋନାଲିକାଙ୍କ ମଧ୍ୟରେ ଓ ସୁଶ୍ରୀ ପଟ୍ଟନାୟକ ଓ ବୈଶାଖିଙ୍କ ମଧ୍ୟରେ ଖେଳାଯିବ । ଜୁନିୟର ବାଳକ ଟିମ୍ ଇଭେ ରେ କଟକ ୩-୦ରେ କିଟ୍କୁ ଓ ଖୋର୍ଦ୍ଧା ୩-୨ରେ ଭୁବନେଶ୍ୱରକୁ ପରାସ୍ତ କରିଛି । ପୁରୁଷ ଟିମ୍ ଇଭେ ରେ ଏଜି ଓଡିଶା ୩-୦ରେ କଟକକୁ ପରାସ୍ତ କରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*