ମମତାଙ୍କୁ ୩ ହଜାର ପୂଜା ପେଣ୍ଡାଲ ଉଦ୍‌ଘାଟନ ଆମନ୍ତ୍ରଣ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ :କୋଲକାତା
ତୃଣମୂଳ ମୁଖିଆ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦେଶବ୍ୟାପୀ ୩ହଜାରରୁ ଅଧିକ ପୂଜା ଆୟୋଜକ ନିଜ ପୂଜା ପେନ୍ଦାଲ ଉଦଘାଟନ ପାଇଁ ଅନୁରୋଧ କରିଛନ୍ତି । ସେମାନେ ଏହା ମଧ୍ୟ ଚାହୁଁଛନ୍ତି ଯେ, ମମତା ସେମାନଙ୍କ ପୂଜା ପେନ୍ଦାଲର ଉଦଘାଟନ କରନ୍ତୁ ଅବା ସପ୍ତମୀରୁ ଦଶମୀ ୪ ଦିନ ମଧ୍ୟରେ କୌଣସି ଗୋଟିଏ ଦିନ ଉପସ୍ଥିତ ରୁହନ୍ତୁ ।
ମିଳିଥିବା ସୂଚନା ଅନୁସାରେ ଦେଶବ୍ୟାପୀ ୧୦ହଜାରରୁ ଅଧିକ ସ୍ଥାନରେ ପୂଜା ଆୟୋଜନ ହେଉଛି । ଦିଲ୍ଲୀ, ଓଡ଼ିଶା, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଝାରଖନ୍ଦର ଆୟୋଜକ ମାନେ ମଧ୍ୟ ମମତା ବାନାର୍ଜୀଙ୍କୁ ପୂଜା ପେନ୍ଦାଲରେ ଉପସ୍ଥିତ ରହିବାକୁ ଅନୁରୋଧ କରିଛନ୍ତି । ଗତବର୍ଷ ଅର୍ଥାତ୍‌ ୨୦୧୮ରେ ମମତା ୭୫ଟି ପେନ୍ଦାଲର ଉଦଘାଟନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*