ଭୁଟାନରେ ଜନ୍ମଦିନ ପାଳିଲେ ବିରାଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ

ମଙ୍ଗଳବାର ଦିନ ବିରାଟ କୋହଲି ୩୧ବର୍ଷରେ ପଦାର୍ପଣ କରିଛନ୍ତି । ଜନ୍ମଦିନ ସେ ପାହଡଘେରା ଦେଶ ଭୁଟାନରେ ପାଳିଛନ୍ତି । ପନôୀ ଅନୁଷ୍କା ଶର୍ମାଙ୍କ ସହ ସେ ଭୁଟାନର ବିଭିନ୍ନ ଅଞ୍ଚଳ ଏବେ ବୁଲୁଛନ୍ତି । ଜନ୍ମ ଦିନ ପାଳନ ଅବସରରେ ସେ ଭୁଟାନ ଭ୍ରମଣର ଏକାଧିକ ଫଟୋ ସୋସିଆଲ ମିଡିଆରେ ଛାଡିଛନ୍ତି । ଯାହା ଲୋକଙ୍କର ଖୁବ୍‌ ପସନ୍ଦ ଆସୁଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*