ବିଶ୍ୱ ମୃତ୍ତିକା ଦିବସରେ ଆଲୋଚନାଚକ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ବାରିପଦା

ବିଶ୍ୱ ମୃତ୍ତିକା ଦିବସ ଉପଲକ୍ଷେ ବାରିପଦାର ମିଶନ ସାଇନ୍ସ ଏକାଡେମୀ ପରିସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଡ. ସରୋଜ କୁମାର ନାୟକ, ପି୍ରୟବ୍ରତ ସାମନ୍ତରାୟ, ଅମିତାଭ ମିଶ୍ର, ସଞ୍ଜିତା ଅଶୋକ କୁମାର ପୃଷ୍ଟି, କୁମାର ନାୟକ ପ୍ରମୁଖ ଯୋଗଦେଇ ମୃତ୍ତିକା ସଂରକ୍ଷଣ ସମ୍ପର୍କରେ ଆଲୋଚନା କରିଥିଲେ । ଅତ୍ୟଧିକ ସାର ଓ କୀଟନାଶକ ବ୍ୟବହାର ଯୋଗୁଁ ଜମିର ମାଟି ନଷ୍ଟ ହେଉଥିବା ବକ୍ତାମାନେ କହିଥିଲେ । ମୃତ୍ତିକା ପରୀକ୍ଷା କରି ଚାଷ କାର୍ଯ୍ୟ କରିଲେ ଚାଷୀମାନେ ଅଧିକ ଲାଭବାନ ହେବେ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*