ପେନସନ୍ ଅଦାଲତ ପ୍ରାକ୍ ସମୀକ୍ଷା ବୈଠକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଯାଜପୁର ଟାଉନ

ଅମିମାଂସିତ ଥିବା ପେନ୍ସନ ମାମଲା ଗୁଡିକୁ ତୁରନ୍ତ ଫଏସଲା କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ୧୬୬ତମ ପେନସନ୍ ଅଦାଲତର ଆୟୋଜନ ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଗୋଟିଏ ଚାକିରିଆର ସର୍ବଶ୍ରେଷ୍ଠ ଓ ସର୍ବଶେଷ ସମ୍ବଳ ହୋଇଥିବାରୁ ଏହାକୁ ଅଗ୍ରାଧିକାର ଭିତ୍ତିରେ ପ୍ରଦାନ କରାଯିବା ଦରକାର ବୋଲି କହିଥିଲେ । ଏହି ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ନିଦେ୍ର୍ଦଶକ ସୁଧାଂଶୁ ଶେଖର ଭୂୟାଁ ଯୋଗଦେଇ ପେନସନ ଅଦାଲତର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*