ପୂଜାଙ୍କୁ ସ୍ୱର୍ଣ୍ଣ, ସାକ୍ଷୀଙ୍କୁ ରୌପ୍ୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ବୁଲଗେରିଆର ରୁଜୁଠାରେ ଚାଲିଥିବା ଦାନ କୋଲଭ – ନିକୋଲା ପେଟ୍ରୋଭା ରେସିଂ ପ୍ରତିଯୋଗିିତାର ମହିଳା ବର୍ଗରେ ଭାରତକୁ ଦୁଇଟି ମେଡ଼ାଲ ମିଳିିଛି । ପୂଜା ଧନ୍ଦା ୫୯ କେଜି ବର୍ଗରେ ସ୍ୱର୍ଣ୍ଣ ପାଇଥିଲାବେଳେ ୬୫କେଜି ବର୍ଗରେ ରୌପ୍ୟ ପାଇଛନ୍ତି ସାକ୍ଷୀ ମଲ୍ଲିକ । ପୁରୁଷ ୬୧କେଜି ବର୍ଗରେ ଭାରତର ସନ୍ଦୀପ ତୋମର ଫାଇନାଲରେ ହାରି ରୌପ୍ୟ ପାଇଛନ୍ତି । ପୁରୁଷ ୬୫କେଜି ବର୍ଗରେ ବଜରଙ୍ଗଙ୍କ ଲାଗି ସ୍ୱର୍ଣ୍ଣ ଜିତିବାର ସମ୍ଭାବନା ଥିଲାବେଳେ ଅନ୍ୟ ୩ ଭାରତୀୟ ଭିନେଶ ପୋଗତ, ସୀମା ବିଶ୍ଲା ଏବଂ ଦୀପକ ପୁନିଆ ନିଜନିଜ ବର୍ଗର ମ୍ୟାଚ ଖେଳିବା ଲାଗି ସେଠାରେ ପହଞ୍ଚôଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*