ପିଓକେରେ ମିଳିଲା ଏଫ-୧୬ର ଭଗ୍ନାବଶେଷ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଇସଲାମାବାଦ

ଗୁରୁବାର ପାକ୍‌ ଅଧିକୃତ କାଶ୍ମୀରରେ ଉଠାଯାଇଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଫଟୋରେ ପାକିସ୍ତାନର କିଛି ଅଧିକାରୀ ଭାରତୀୟ ସେନା ମାରି ଖସାଇଥିବା ପାକିସ୍ତାନୀ ଏଫ-୧୬ ଲଢୁଆ ବିମାନର ଭଗ୍ନାବଶେଷକୁ ନୀରିକ୍ଷଣ କରୁଥିବାର ଦେଖାଯାଇଛି । ଏହି ଭଗ୍ନାବଶେଷ ପାକିସ୍ତାନୀ ବିମାନ ଏଫ-୧୬ର ବୋଲି ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି । ଆଉ ଯେଉଁମାନେ ଭଗ୍ନାବଶେଷକୁ ଦେଖୁଛନ୍ତି ସେମାନେ ପାକିସ୍ତାନର ୭ ନର୍ଥଣ୍ଣ ଲାଇଟ୍‌ ଇନଫାଣ୍ଟ୍ରିର ବୋଲି ଜଣାପଡିଛି । ବୁଧବାର ଭାରତ ଏବଂ ପାକିସ୍ତାନର ଲଢୁଆ ବିମାନ ମୁହାଁମୁହିଁ ହେଲାବେଳେ ପଡୋଶୀ ଦେଶର ଉକ୍ତ ବିମାନ ଖସିପଡିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*