ପାରା ଅଲିମ୍ପିକ୍ସର ୩ ଟିକେଟ ପାଇଲା ଭାରତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଦୁବାଇ

ଆସନ୍ତା ବର୍ଷ ଟୋକିଓରେ ଅନୁଷ୍ଠିତ ହେବାକୁ ଥିବା ପାରା ଅଲିମ୍ପିକ୍‌ ସକାଶେ ଭାରତର ୩ଜଣ ଖେଳାଳି ଯୋଗ୍ୟତା ଅର୍ଜନ କରିଛନ୍ତି । ଜାଭେଲିନ୍‌ରେ ସୁନ୍ଦର ସିଂ ଗୁରୁଜାର ସ୍ୱର୍ଣ୍ଣପଦକ ପାଇବା ସହ ଟୋକିଓ ଯିବାର ଟିକେଟ ହାସଲ କରିଛନ୍ତି । ଭାରତର ଅଜିିତ୍‌ ସିଂ ବ୍ରୋଞ୍ଜ ପାଇ ତଥା ଆଉ ଜଣେ ଭାରତୀୟ ରିଙ୍କୁ ୪ର୍ଥ ସ୍ଥାନରେ ରହି ମଧ୍ୟ ପାଇଛନ୍ତି ଟୋକିଓ ଟିକେଟ । ପୂର୍ବରୁ ସନ୍ଦୀପ ଚୌଧୁରୀ ଏବଂ ସୁମିତ ଅଣ୍ଟିଲୋ ଟୋକିଓ ପାରା ଅଲିମ୍ପିକ୍ସର ଟିକେଟ ପାଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*