କୋଚ୍‌ ହେଲେ ଆଜାମ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର
ଏମାସ ୨୫ ତାରିଖରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ଚୀନରେ ହେବାକୁ ଯାଉଛି ୧୬ତମ ବିଶ୍ୱ ସଫ୍ଟ ଟେନିସ୍‌ ଚମ୍ପିଆନସିପ୍‌ । ଓଡ଼ିଶା ପାଇଁ ଖୁସିର ବିଷୟ ମହମ୍ମଦ ଆଜମ ଭାରତୀୟ ଦଳର କୋଚ୍‌ ଭାବେ ମନୋନୀତ ହୋଇଛନ୍ତି । ଓଡ଼ିଶାର ବିକାଶ ପଟ୍ଟନାୟକ ଅଫିସିଆଲ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇବେ । ମଙ୍ଗଳବାର ଦିନ ଦୁହେଁ ସ୍ଥାନୀୟ ବିମାନବନ୍ଦରରୁ ବେଜିଂ ଯିବା ପାଇଁ ଯାତ୍ରାରମ୍ଭ କରିଛନ୍ତି । ଆଜାମ ଓ ବିକାଶଙ୍କୁ ସାଂସଦ ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ କୋଚ୍‌ ନୀଳମାଧବ ଦେଓ, ରିଣ୍ଟୁ ମିତ୍ର, ସୋଭନ ମହାରଣା ଓ ମନୋରଞ୍ଜନ ମହାନ୍ତି ପ୍ରମୁଖ ଶୁଭେଚ୍ଛା ଜଣାଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*