କର୍ଣ୍ଣାଟକ : ରବିବାରରେ କଡ଼ା ଲକ୍‌ଡାଉନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ବାଙ୍ଗାଲୋର

ଜୁଲାଇ ୫ ରୁ ଅଗଷ୍ଟ ୨ ଭିତର ୫ଟି ଯାକ ରବିବାରରେ ପୁରା କର୍ଣ୍ଣାଟକ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ନିୟମ ଲଗାଯାଇଛି । କିଛି ଜରୁରୀକାଳୀନ ସେବାକୁ ଛାଡିଗଲେ ବାକି ସବୁ ବନ୍ଦ ରହିବ ସେଦିନ । କେବଳ ପୂର୍ବ ସ୍ଥିର ବାହାଘର ପାଇଁ ମିଳିବ ମିଳିବ ଅନୁମତି । ଏଥିପାଇଁ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରାୟ ଅନୁମତି ନେବାକୁ ହେବ । ଜୁଲାଇ ୩୧ ତାରିଖରେ କେନ୍ଦ୍ରଗୃହ ବିଭାଗର ଅନ୍ୟସବୁ ଗାଇଡଲାଇନ୍‌ ବି କର୍ଣ୍ଣାଟକରେ ଲାଗୁହେବ । ରାତି ୮ ଟାରୁ ଭୋର ୫ ଟା ଯାଏଁ ରାତ୍ରୀକାଳୀନ କଫୁ୍ୟ ରହିବ ବଳବତ୍ତର, ଶନିବାର ଗୁଡିକରେ ସରକାରୀ ଓ ବେସରକାରୀ ଅଫର ବନ୍ଦ ରହିବ ବୋଲି ବି ଆଦେଶ ଦିଆଯାଇଛି । ଜୁଲାଇ ୩୧ ଯାଏ କର୍ଣ୍ଣାଟକରେ ସବୁ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ବନ୍ଦ ରହିବ ବୋଲି ଘୋଷଣା ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*