ଉପଖଣ୍ଡ ପୁଲିସ ଅଧିକାରୀଙ୍କ ନିଆରା ଦୀପାବଳି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : କରଞ୍ଜିଆ

ଆଲୋକର ପର୍ବ ଦୀପାବଳିକୁ ଏକ ନିଆରା ଢଙ୍ଗରେ ପାଳିଲେ କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ ନାରାୟଣ ନାୟକ । କରଞ୍ଜିଆ ସହରରୁ ୧୦ କିଲୋମିଟର ଦୂର କୁରୁଳିଆ ଅନାଥାଶ୍ରମକୁ ଯାଇ ଅନ୍ତେବାସୀଙ୍କ ସହିତ ଦୀପାବଳି ପାଳିଥିଲେ ପୁଲିସ ଅଧିକାରୀ ନାରାୟଣ ନାୟକ । ଅନ୍ତେବାସୀଙ୍କ ପାଇଁ ବାଣ, ମିଠା, ଚକଲେଟ ଆଦି ସାଙ୍ଗରେ ନେଇ ସାଙ୍ଗ ହୋଇ ଦୀପ ଜାଳିବା ସହିତ ବାଣ ଫୁଟାଇଥିଲେ । ଅନାଥଶ୍ରମର ଛୋଟ, ଛୋଟ ପିଲାମାନଙ୍କୁ ନିଜେ ମିଠା ଖୁଆଇବା ସହିତ ଦୀପାବଳି ପାଳନ କରିଥିଲେ । ପୁଲିସ ଅଧିକାରୀ ସାଙ୍ଗରେ କରଞ୍ଜିଆ ପ୍ରେସ କ୍ଲବର ଦୀପକ ମହାନ୍ତ, ଅରୁଣ କୁମାର ବେହେରା ଓ ଅଶୋକ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*