ଉକ୍ରଳ ସମ୍ମିଳନୀ ଓ ଭିଏସଏସ ନଗର ଉନ୍ନୟନ ପରିଷଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ସ୍ୱାଧୀନତା ଆନେ୍ଦାଳନର ଅନ୍ୟତମ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୧୩୫ତମ ଶ୍ରାଦ୍ଧ ଦିବସ ଉକôଳ ସମ୍ମିଳନୀ ଓ ବୀର ସୁରେନ୍ଦ୍ର ସାଏ ନଗର ଉନ୍ନୟନ ପକ୍ଷରୁ ପାଳନ କରାଯାଇଛି । ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ନଗରରେ ଅନୁଷ୍ଠିତ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଉକôଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ତଥା ସ୍ଥାନୀୟ ଉନ୍ନୟନ ପରିଷଦର ସାଧାରଣ ସଂପାଦକ ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ସଭାପତିତ୍ୱ କରିଥିବା ବେଳେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରୀୟଦର୍ଶି ମିଶ୍ର, ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପ୍ରତିଷ୍ଠାତା ବାବା ଶଙ୍କରାନନ୍ଦ ଗିରି ମହାରାଜା, ସ୍ଥାନୀୟ ପୁର୍ବତନ କରପୋରେଟର ରଶ୍ମିତା ମହାନ୍ତି ଓ ବରିଷ୍ଠ ବାସୀନ୍ଦା ପାନ୍ଦବ ରାଉତରାୟ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ ପରିଷଦର ଉପ-ସଭାପତି ଇଂ. ଶିବ ପ୍ରସାଦ ମିଶ୍ର, ଦୁର୍ଗାପୂଜା ସମିତିର ଉପ-ସଭାପତି ନିମାଇଁ ଦାସ, ସାଧାରଣ ସଂପାଦକ ଶୀତଳ ଚନ୍ଦ୍ର ମହାନ୍ତି, ବରିଷ୍ଠ ନାଗରିକ କମିଟିର ସାଧାରଣ ସମ୍ପାଦକ ଡ କୁମୁଦା ମିଶ୍ରଙ୍କ ସହିତ ଶାଖା ଯୁଗ୍ମ ସଂପାଦକ ବିଭୁତି ସ୍ୱାଇଁ ଓ ଅଶୋକ ପାଲଟାସିଂ, ପରିଷଦର କୋଷାଧକ୍ଷ ମହେଶ୍ୱର ବିଶ୍ୱାଳ, ଦୁର୍ଗାପୂଜାର କୋଷାଧକ୍ଷ ପ୍ରତାପ ନନ୍ଦ ଓ ଅନ୍ୟମାନେ ଯୋଗଦେଇ ବରପୁତ୍ରଙ୍କ ପ୍ରତମୂତ୍ତର୍୍ିରେ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*