ଇମ୍ରାନ ସ୍ମାରକୀ ଯୁବ କ୍ରିକେଟ ସେମି ଫାଇନାଲରେ ପାରାମାଉଣ୍ଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ଜୟଦେବ କଲେଜ ପଡିଆରେ ଆୟୋଜିତ ହେଉଥିବା ଇମ୍ରାନ ସ୍ମାରକୀ ୧୭ବର୍ଷରୁ କମ୍‌ କି୍ରକେଟ ପ୍ରତିଯୋଗିତାରେ ପାରାମାଉଣ୍ଟ ସେମିଫାଇନାଲରେ ପ୍ରବେଶ କରିଛି । ବୁଧବାର ଦିନ ପାରାମାଉଣ୍ଟ ୬୫ ରନ୍‌ରେ ପ୍ରଗତିକୁ ହରାଇଛି । ୧୨ ତାରିଖ ଦିନ ଦ୍ୱିତୀୟ ସେମିରେ ପାରାମାଉଣ୍ଟ ଖେଳିବ ରାମେଶ୍ୱର ବିପକ୍ଷରେ । ତା’ପୂର୍ବରୁ ୧୧ ତାରିଖରେ ପ୍ରଥମ ସେମିରେ ଜୁଭେନାଇଲର ମୁକାବିଲା ୟୁନିଟ୍‌ ସ୍ପୋର୍ଟିଂ ସହ ହେବ । ଆଜି ସରୋଜ କୁମାର ସାହୁ ଏବଂ ମନୋଜ କୁମାର ମହାରଣା ଅତିଥି ଭାବରେ ଯୋଗଦେଇ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*