ଫୋଟକା ପରେ ଚେତିଲା ପୁରୀ ପ୍ରଶାସନ

ପୁରୀ, ଭଗବାନଙ୍କ ଦର୍ଶନ ଖୁସି ଓ ଶାନ୍ତ ମନରେ ହେବା କଥା ହେଲେ କାଳିଆ ଭକ୍ତଙ୍କ କଷ୍ଟ ନ କହିବା ଭଲ । ଦିନକୁ ଦିନ ଖରାର ପ୍ରକୋପ ବଢିବା ଯୋଗୁଁ କଲବଲ ହେଉଛନ୍ତି ଭକ୍ତ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ…

ପଦ୍ମପୁର ଜିଲ୍ଲା କରାଇଦେଲେନି ଟୁକୁନି

ନିର୍ଭୟ ମିଡିଆ : ବରଗଡ଼, ନିଜ ଆସନ ପାଇଁ ବାହାଦୁରୀ ଦେଖାଇବାକୁ ଯାଇ ମନ୍ତ୍ରୀ ଟୁକୁନି ସାହୁ ବରଗଡ଼ ଜିଲ୍ଲାରେ ବିଜୁ ଜନତା ଦଳକୁ ଖୁବ ଅଡୁଆ ଭିତରକୁ ଠେଲିଦେଲେ । ବିଶେଷତଃ ପଦ୍ମପୁରରେ ପ୍ରାର୍ଥୀ ବର୍ଷା ବରିହାଙ୍କୁ ଠେଲିଦେଲେ ପରାଜୟ…

୫ଟି ଲୋକସଭା ଆସନ ପାଇଁ ପ୍ରଭାରୀ ହେଲେ ବିପ୍ଳବ ଦେବ

ନିର୍ଭୟ ମିଡିଆ : ଭୁବନେଶ୍ୱର, ଓଡ଼ିଶାକୁ ଏଥର ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ ନେତୃତ୍ୱ କେତେ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ତାହାର ପ୍ରଥମ ଝଲକ ସୋନପୁରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଜନସଭାରୁ ଦେଖିବାକୁ ମିଳିଥିଲା । କିନ୍ତୁ ଭାଷଣ…

କାହିଁକି ଏହା କହିଲେ ମୋଦୀ : ‘ମୋର ପରବର୍ତ୍ତୀ ଜନ୍ମ ବୋଧହୁଏ ପଶ୍ଚିମବଙ୍ଗରେ ହେବ’

ଏଜେନ୍ସୀ : ପଶ୍ଚିମବଙ୍ଗ, ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ମାଲଦାରେ ଏକ ବଡ଼ ରାଲିକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ମୋତେ ଲାଗୁଛି ମୋର ପୂର୍ବ ଜନ୍ମ ପଶ୍ଚିମବଙ୍ଗରେ ହୋଇଥିଲା କିମ୍ବା ପରବର୍ତ୍ତୀ ଜନ୍ମ…

ଇଭିଏମକୁ ସୁପ୍ରିମ କ୍ଳିନଚିଟ୍

ଏଜେନ୍ସୀ : ନୂଆଦିଲ୍ଲୀ, ସୁପ୍ରିମକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଏହା ସ୍ପଷ୍ଟ କରିଛନ୍ତି ଯେ ଭୋଟ ଗ୍ରହଣ ଅର୍ଥାତ ମତଦାନ ଇଭିଏମ ମେସିନ ଦ୍ୱାରା ହିଁ ହେବ । ଏଥିସହ ଇଭିଏମ-ଭିଭିପାଟକୁ ୧୦୦% କ୍ରସ ଚେକିଂ କରାଯାଇପାରିବ ନାହିଁ ।…

ଚାଲିଛି ଦ୍ଵିତୀୟ ପର୍ଯ୍ୟାୟ ମତଦାନ । ହେଭିୱେଟ ନେତାଙ୍କର ହେବ ଭାଗ୍ୟପରୀକ୍ଷା ।

ଆଜି ଦେଶରେ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟିଂ । ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟଗ୍ରହଣ କରାଯିବ ।…

ନବୀନ ସରକାରର ଧୁଲେଇ କଲେ ଶାହା

ନିର୍ଭୟ ମିଡିଆ : ସୋନପୁର ରାଜ୍ୟରେ ପ୍ରଥମ ନିର୍ବାଚନୀ ସଭାରେ ନବୀନ ସରକାରଙ୍କୁ ଧୁଲେଇ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ନବୀନ ସରକାରଙ୍କୁ ଓପାଡି ଫିଙ୍ଗିବା ସହ ଏଠାର ଡବଲ ଇଞ୍ଜିନ ସରକାର ପାଇଁ ଦେଇଛନ୍ତି ଆହ୍ୱ।ନ ।…

ସୌମ୍ୟଙ୍କ ଅପେକ୍ଷାରେ ଖଣ୍ଡପଡ଼ା ଓ ଘଷିପୁରା

ନିର୍ଭୟ ମିଡିଆ : ଭୁବନେଶ୍ୱର, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମାନଭଞ୍ଜନ କରି ପୁଣିଥରେ ନିଜ ପକ୍ଷକୁ ନେଇ ଖଣ୍ଡପଡ଼ା ବିଧାନସଭା ଆସନରେ ପ୍ରାର୍ଥୀ କରିବା ବିଜଦ ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି । ଅପର ପକ୍ଷରେ ଭାଜପା ମଧ୍ୟ…

ଦ୍ୱିତୀୟ ପର୍ଯ୍ୟାୟ ପାଇଁ ସରିଲା ପ୍ରଚାର : ୧୨୦୬ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ୨୬ରେ

ଏଜେନ୍ସୀ : ନୂଆଦିଲ୍ଲୀ, ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଗ୍ରହଣ ଆସନ୍ତା ୨୬ ତାରିଖରେ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ ୮୮ଟି ଆସନ ପାଇଁ ମତଦାନ ହେବାକୁ ଥିବାବେଳେ ବୁଧବାର ସଂଧ୍ୟାରେ ପ୍ରଚାର କାର୍ଯ୍ୟ ଥମିଯାଇଛି । ୧୩ଟି ରାଜ୍ୟ-ମଧ୍ୟପ୍ରଦେଶ,…

କଟକ ବାରବାଟୀରୁ ମୋକୀମଙ୍କ ଜାଗାରେ ଲଢ଼ିବେ ଝିଅ ସୋଫିଆ !

ଏଥର ମହମ୍ମଦ ମୋକୀମଙ୍କ ଜାଗାରେ କଟକ ବାରବାଟୀରୁ ଲଢ଼ିପାରନ୍ତି ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ । ବାପାଙ୍କ ଜାଗାରେ ଝିଅ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି । ଓଆରଏଚ୍‌ଡିସି ମାମଲାରେ ଛନ୍ଦି ହୋଇଛନ୍ତି ମହମ୍ମଦ ମୋକିମ୍ । ସୁପ୍ରିମକୋର୍ଟରେ ଶୁଣାଣୀ…