୧ରେ ବିଶାଳ ଗଣଦୌଡ଼

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : କୋଣାର୍କ

ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର କୋଣାର୍କଠାରେ ପର୍ଯ୍ୟଟନ ବିଭାଗ ଓଡ଼ିଶା ତରଫରୁ ଆୟୋଜିତ କୋଣାର୍କ ଉତ୍ସବ ଅବସରରେ ଏକ ବିଶାଳ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପର୍ଯ୍ୟଟନ ବିଭାଗ, ଏଲଜି କମ୍ପାନୀ ଓ ବସନ୍ତ ମଞ୍ଜରୀ ପାଠାଗାର କୋଣାର୍କ ମିଳିତ ସହଯୋଗରେ କୋଣାର୍କକୁ ପ୍ଳାଷ୍ଟିକ ମୁକ୍ତ କରିବା, ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା, ସ୍ୱଚ୍ଛ କୋଣାର୍କ ଓ ସବୁଜ କୋଣାର୍କ ବାର୍ତ୍ତା ନେଇ ଏକ ବିଶାଳ ଗଣଦୌଡ଼ କାର୍ଯ୍ୟକ୍ରମ ଡିସେମ୍ବର ୧ ତାରିଖରେ ଅନୁଷ୍ଠିତ ହେବ ବୋଲି ବସନ୍ତ ମଞ୍ଜରୀ ପାଠାଗାରର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ସମ୍ପାଦକ ରାମକୃଷ୍ଣ ମହାନ୍ତି ପ୍ରମୁଖ ପ୍ରକାଶ କରିଥିଲେ । ଏହି ଗଣଦୌଡ଼ କୋଣାର୍କ ସୂର୍ଯ୍ୟମନ୍ଦିରଠାରୁ ଆରମ୍ଭ କରାଯାଇ ଚନ୍ଦ୍ରଭାଗା ଠାରେ ଶେଷ ହେବ । ଏହି କାର୍ଯ୍ୟକ୍ରମକୁ ସମାଜସେବୀ ନିରଞ୍ଜନ ସାହୁ, ନିରଞ୍ଜନ ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*