ସ୍କଟିସ୍‌ ଓପନ: ଲକ୍ଷ୍ୟ ଚମ୍ପିଆନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଭାରତର ଯୁବ ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନ୍‌ ଗ୍ଳାସଗୋ ଠାରେ ଅନୁଷ୍ଠିତ ସ୍କଟିସ୍‌ ଓପନ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ପୁରୁଷ ଚମ୍ପିଆନ୍‌ ବନିଛନ୍ତି । ଫାଇନାଲ ମ୍ୟାଚ୍‌ରେ ସେ ବ୍ରାଜିଲର ୟୋଗରଙ୍କୁ ବଡ଼ ରୋଚକ ଲଢେଇରେ ୧୮-୨୧, ୨୧-୧୮ ଏବଂ ୨୧-୧୯ରେ ପରାଜିତ କରିଥିଲେ । ଉତ୍ତରାଖନ୍ଦର ଏହି ୧୮ବର୍ଷର ଖେଳାଳି ଏବର୍ଷ ୪ର୍ଥ ଟାଇଟଲ ହାସଲ କରିଛନ୍ତି । ସ୍କଟିସ୍‌ ଓପନରେ ଲକ୍ଷ୍ୟଙ୍କ ପୂର୍ବରୁ ପୁଲେଲା ଗୋପିଚାନ୍ଦ, ଅରବିନ୍ଦ ଭଟ୍ଟ ଏବଂ ଆନନ୍ଦ ପାୱାର ଜିତିସାରିଛନ୍ତି ପୁରୁଷ ସିଙ୍ଗିଲ୍ସ ଟାଇଟଲ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*