ଜୋତାମାଳ ପିନ୍ଧି ଗଧ ପିଠିରେ ଆସି ନାମାଙ୍କନ ପତ୍ର ଦାଖଲ କଲେ ପ୍ରାର୍ଥୀ

ବିହାରର ବାଲ୍ମୀକିନଗର ଲୋକସଭା ଆସନରୁ ଜଣେ ପାର୍ଥି ଆଜି ବିଚିତ୍ର ଢଙ୍ଗରେ ନାମାଙ୍କନ ପତ୍ର ଦାଖଲ କରିବାକୁ ଆସିଥିଲେ । ୟେ ପ୍ରାର୍ଥୀ ଜଣକ ହେଲେ ସୟଦ ହାୱାରୀ । ସୟଦ ଜୋତା ଓ ଚପଲର ହାର ପିନ୍ଧି ଗଧ ଉପରେ…

ବିଜେପିରେ ଯୋଗ ଦେଲେ ରାଧିକା ଖେଡ଼ା ଓ ଶେଖର ସୁମନ

କଂଗ୍ରେସ ପ୍ରବକ୍ତା ରାଧିକା ଖେଡ଼ା ଆଜି ବିଜେପିର ହାତ ଧରିଛନ୍ତି । ଗତ ଦୁଇଦିନ ତଳେ ଅସମ୍ମାନିତ ହୋଇଥିବା ଅଭିଯୋଗ କରି କଂଗ୍ରେସରୁ ଇସ୍ତଫା ଦେଇଥିବା ରାଧିକା ମଧ୍ୟ ଆଜି ବିଜେପିରେ ସାମିଲ ହୋଇଇଛନ୍ତି। ଯୋଗ ଦେବା ପରେ ସେ ପାର୍ଟିକୁ…

୧୦ ରେ ମୋଦିଙ୍କ ରୋଡ୍‌ ସୋ

ଆସନ୍ତା ୧୦ ତାରିଖରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଗସ୍ତ ସମୟରେ ଓଡ଼ିଶାରେ ରୋଡ୍‌ ସୋ କରିବେ ମୋଦି। ୧୦ ତାରିଖ ସଂଧ୍ୟା ୬ଟାରେ ଭୁବନେଶ୍ବରରେ ରୋଡ୍‌ ସୋ’ ହେବ।ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ୍‌ ସୋ’ ହେବ…

ମେ ୯ରେ ଓଡିଶା ଆସିବେ ନୀତିନ ଗଡ଼କରୀ ଓ ହିମନ୍ତ ବିଶ୍ୱଶର୍ମା

ଭୁବନେଶ୍ୱର ; ଆଗାମୀ ନିର୍ବାଚନ ପାଇଁ ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡ ଲାଗିଛି । ଆସନ୍ତା ୯ ତାରିଖରେ ବିଜେପିର ୨ ବରିଷ୍ଠ ନେତା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଓଡ଼ିଶା ଆସିବେ । ହିମନ୍ତ…

ପ୍ରଚାର ପାଇଁ ଓଡ଼ିଶା ଆସିବେ ହେମାମାଳିନୀ

ପ୍ରଚାର ପାଇଁ ଆସିବେ ଡ୍ରିମ୍ ଗାର୍ଲ୍ ହେମାମାଳିନୀ। ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ହେମାମାଳିନୀଙ୍କ ନାମ ସାମିଲ।ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ତଥା ବିଜେପି ନେତ୍ରୀ ହେମାମାଳିନୀ। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସ୍ଥାନରେ ସାମିଲ ହେଲେ ହେମାମାଳିନୀ।…

ଆସନ୍ତାକାଲି ଓଡ଼ିଶା ଆସିବେ ରାଜନାଥ ସିଂ ଓ ବିଷ୍ଣୁଦେଓ ସାଏ

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପିର ୨ ବରିଷ୍ଠ ନେତା।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସିବେ; ଭବାନୀପାଟଣା, ରାୟଗଡ଼ାରେ, ନବରଙ୍ଗପୁର ଆସିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ନବରଙ୍ଗପୁର ର ତିନୋଟି ସ୍ଥାନରେ ସଭା କରିବେ।…

ଜୁନ୍ ୧୦ରୁ ଓଡ଼ିଶାର ବିକାଶ ନିଶ୍ଚିତ ହେବ : ବୈଜୟନ୍ତ ପଣ୍ତା

ଓଡ଼ିଶା ଧନୀ, କିନ୍ତୁ ଏହାର ଜନସାଧାରଣ ଗରିବ । ପ୍ରଗତିରେ ପଛରେ ପଡ଼ିଛି ଓଡ଼ିଶା। ପୃଥିବୀ ସାରା ବିଭିନ୍ନ ଦେଶ ଭାରତର ସାହାଯ୍ୟ ଲୋଡୁଛନ୍ତି, ହେଲେ ଭାରତର ପ୍ରଗତି ସତ୍ତ୍ୱେ ଓଡ଼ିଶା ବେଶ୍ ପଛରେ ପଡ଼ିଯାଇଛି। ଓଡ଼ିଶା ବହୁତ ଆଗକୁ ଯାଇପାରିଥା’ନ୍ତା,…

ସମୀର ଦାଶଙ୍କୁ ଢେଙ୍କାନାଳ ପର୍ଯ୍ୟବେକ୍ଷକ ଓ ଅରୁନ୍ଧତୀ ଦେବୀଙ୍କୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା ଭାବେ ମିଳିଲା ଦାୟିତ୍ୱ

ନିମାପଡ଼ା ବିଧାୟକ ସମୀର ଦାଶଙ୍କୁ ବିଜେଡ଼ି ଦେଇଛି ନୂଆ ଦାୟିତ୍ୱ । ସେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଜେଡିରୁ ଟିକେଟ୍ ନମିଳିବା ପରେ ଅସନ୍ତୁଷ୍ଟ ଥିବା ସମୀର ଦାଶଙ୍କ ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରାଯାଇଥିଲା।…

ଆଜି ଗଞ୍ଜାମରେ ବିଶାଳ ରୋଡ ସୋ’ କରିବେ ଭିକେ ପାଣ୍ଡିଆନ୍

ଆଜି ବିଜେଡିର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର ଭି କାର୍ତ୍ତିକେୟ ପାଣ୍ଡିଆନ୍‍ ଗଞ୍ଜାମର ଶେରଗଡ଼ଠାରେ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ସେରଗଡରୁ ଆରମ୍ଭ କରିଛନ୍ତି ପ୍ରଚାର । ସୋମବାରଦିନ ସେ ଗୋପାଳପୁରଠାରେ ନିର୍ବାଚନ ରୋଡ ଶୋ’କରିଥିଲେ। ଆଜି ଶେରଗଡ଼ର ଗୋଠ ଗାଁରେ…

ତାତିରୁ ମିଳିବ ମୁକ୍ତି

ତାତିରୁ ମିଳିଲା ଆଶ୍ୱସ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି।ଗତକାଲି ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼ ହୋଇଥିଲା। କଟକ ଓ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ବର୍ଷା। ରାଜ୍ୟରେ ଆଗାମୀ ୩…