ଭୁବନେଶ୍ୱର ; ଆଗାମୀ ନିର୍ବାଚନ ପାଇଁ ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡ ଲାଗିଛି । ଆସନ୍ତା ୯ ତାରିଖରେ ବିଜେପିର ୨ ବରିଷ୍ଠ ନେତା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଓଡ଼ିଶା ଆସିବେ ।

ହିମନ୍ତ ମାଲକାନାଗିରି ଖଲିକୋଟ ଏବଂ ଚିତ୍ରକୋଣ୍ଡା ଠାରେ ଜନସମାବେଶ ଯୋଗଦେବେ ଓ ଗଡ଼କରୀ ପୁରୀ ଏବଂ କୃଷ୍ଣପ୍ରସାଦରେ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

By SonaliP

Leave a Reply

Your email address will not be published. Required fields are marked *